Перейти к содержимому

Patakalagi Darshan(05-Sep)ଆଜି ନାଲି ରଙ୍ଗର ପତାକାଲାଗି | Jagannath Temple Dhwaja Paribarttan

Jay Jagannath Bhakta

0:00 / 0:00

Patakalagi Darshan(05-Sep)ଆଜି ନାଲି ରଙ୍ଗର ପତାକାଲାଗି | Jagannath Temple Dhwaja Paribarttan

2 379 просмотров · 1 день назад
Jay Jagannath Bhakta
62,1 тыс. подписчиков
2 379 просмотров · 1 день назад
✨ ଆଜିର ପବିତ୍ର ଘଟଣା – ନୀଳଚକ୍ର ଉପରେ ନାଲି ରଙ୍ଗର ପତକାଲାଗି ✨ 🏛️ ଏହି ପତକାଲାଗି ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି ଓ ଆଶୀର୍ବାଦ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା, ଶୀତକୁ ଖାତିର ନକରି ଚୁନରା ସେବକ ନୀଳଚକ୍ରରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । 📺ଘରେ ବସି ଦେଖନ୍ତୁ Jay Jagannath TV-ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ Watch "Jay Jagannath Tv" on DTH: TATAPLAY-1799 Dish TV -1397,Airtel -615, Sun Direct-490 Also available on all cable networks For More Info please contact - 6372804618 #patakalagidarshan #jayjagannathtv #NamitaAgrawal #SidharthTV #SitaramAgrawal ଜୟ ଜଗନ୍ନାଥ! 🙏 ଶୁଣନ୍ତୁ ଭକ୍ତଙ୍କ ଦିବ୍ୟ ଏବଂ ଅତ୍ୟନ୍ତ ଆବେଗପୂର୍ଣ୍ଣ ଅନୁଭୂତି—ଯେଉଁଠି ମହାପ୍ରଭୁ ଜଗନ୍ନାଥଙ୍କ କୃପା, ଭକ୍ତି ଓ ଅଲୌକିକ ଅନୁଭବର କଥା ଆପଣ ଶୁଣିପାରିବେ ଅନେକ ଭକ୍ତମାନଙ୍କଠୁ | Please Like, Share and Subscribe to Jay Jagannath Bhakta! 🔔 ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ପ୍ରତିଦିନ ମହାପ୍ରଭୁଙ୍କ ମହିମା ଶୁଣନ୍ତୁ। 📡 Watch “JAY JAGANNATH TV” on DTH: ================================== Tataplay – Channel 1799 Dish TV – Channel 1397 Airtel Digital – Channel 615 Videocon D2H – Channel 1397 Sun Direct – Channel 490 ===================================== Also available on all cable networks across Odisha. 📞 Contact : 6372804618 if could not watch our channel 🌐 Follow us on social media for daily LIVE updates and darshan : ========================================= Facebook: / jayjagannathtv Instagram: / jayjagannathtv YouTube: / @jayjagannathtvofficial Twitter: https://x.com/JayJagannathTV #JayJagannathBhakta #JagannathTVBhakta #JayJagannathTvBhakta #JayJagannathTvLive #JagannathDhamPuri #JayJagannathTvBhaktaLive #PuriJagannathTemple #ShriJagannathDarshan #MangalAartiLive #JagannathShringar #PuriRathYatraLive #JagannathBhajan #OdishaTempleLive #DailyDarshanPuri #JaiJagannath2025 #JagannathSayanDarshan #PuriMandirAarti #JagannathFlagChange