Cyclone Arnab Devastates South Odisha | BJD vs BJP Face Off in Social Debate | Odisha Reporter
Odisha Reporter
0:00 / 0:00
Cyclone Arnab Devastates South Odisha | BJD vs BJP Face Off in Social Debate | Odisha Reporter
7 184 просмотра · 8 ч назад
Odisha Reporter
2,99 млн подписчиков
7 184 просмотра · 8 ч назад
ବାତ୍ୟା ଅର୍ଣ୍ଣବର ପ୍ରଳୟଙ୍କରୀ ପ୍ରଭାବରେ ଛାରଖାର ଦକ୍ଷିଣ ଓଡ଼ିଶା। କେଉଁଠି ଘରଦ୍ୱାର ଭାସିଗଲା ତ ଆଉ କେଉଁଠି ମୃତ୍ୟୁକୁ ଅତି ନିକଟରୁ ଦେଖି ଫେରିଛନ୍ତି ଲୋକେ। ଏତେ ବଡ଼ ବିପତ୍ତିକୁ ମୁକାବିଲା କରିବାକୁ ସରକାରଙ୍କ ପ୍ରସ୍ତୁତି କେତେ ଥିଲା? ପାଣିପାଗ ବିଭାଗର ଆକଳନରେ କିଛି ତ୍ରୁଟି ରହିଥିଲା କି? ନା ଲୋକଙ୍କ ଅସାବଧାନତା ବିପଦକୁ ଆହୁରି ବଢ଼ାଇଦେଲା? ବାତ୍ୟା ପରବର୍ତ୍ତୀ ବିପର୍ଯ୍ୟୟ ପାଇଁ କିଏ ଦାୟୀ? ଦକ୍ଷିଣ ଓଡ଼ିଶାର ଦୁର୍ଦ୍ଦଶାକୁ ନେଇ ଚାଲିଛି ଜୋରଦାର ବାକ୍ଯୁଦ୍ଧ। ଦେଖନ୍ତୁ ଏଥରର ସ୍ୱତନ୍ତ୍ର ସୋସାଲ ଡିବେଟ୍।
#CycloneArnab #SouthOdisha #SocialDebate #OdishaPolitics #BJDvsBJP #CycloneDisaster #OdishaFlood #DisasterManagement #OdishaNews #OdishaDebate #OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter