हर_जन्म_तेरा_इंतज़ार ❤️ | Odia Love Shayari | Heart Touching Love Song | SDPSANDEEP
SDPSANDEEP MUSIC OFFICIAL 0.2
0:00 / 0:00
हर_जन्म_तेरा_इंतज़ार ❤️ | Odia Love Shayari | Heart Touching Love Song | SDPSANDEEP
40 просмотров · 3 недели назад
SDPSANDEEP MUSIC OFFICIAL 0.2
27 подписчиков
40 просмотров · 3 недели назад
❤️ हर_जन्म_तेरा_इंतज़ार | Odia Love Shayari | SDPSANDEEP
କିଛି ଭଲପାଇବା କେବଳ ଗୋଟିଏ ଜନ୍ମ ପାଇଁ ନୁହେଁ… ❤️
ସେଇ ପ୍ରେମ, ଯାହା ସମୟ ବଦଳିଲେ ବି ବଦଳେ ନାହିଁ, ଦୂରତା ବଢ଼ିଲେ ବି କମେ ନାହିଁ। 💕
“ତୁମେ ମୋ ଜୀବନର ସେଇ ମଣିଷ,
ଯାହାକୁ ଏ ଜନ୍ମରେ ନୁହେଁ…
ହର ଜନ୍ମରେ ଭଲ ପାଇବାକୁ ଚାହେଁ।
ତୁମ ପାଇଁ ମୋ ଅପେକ୍ଷା ଆଜି ବି ଜାରି ଅଛି…
ହର_ଜନ୍ମ_ତେରା_ଇନ୍ତଜାର ❤️🥺”
ଏହି ହୃଦୟସ୍ପର୍ଶୀ Love Song ଓ Odia Shayari ଆପଣଙ୍କୁ ଭଲ ଲାଗିଲେ ❤️
ଭିଡିଓଟିକୁ Like 👍 Share ↗️ କରନ୍ତୁ ଏବଂ SDPSANDEEP କୁ Follow/Subscribe କରିବାକୁ ଭୁଲନ୍ତୁ ନାହିଁ। 🎶❤️