30 ଜଣଙ୍କ ପାଇଁ ଏକୁଟିଆ ରୋଷେଇ କଲେ ଲିଲି ଦିଦି! 😱🔥
Santosh Guddy Lifestyle
0:00 / 0:00
30 ଜଣଙ୍କ ପାଇଁ ଏକୁଟିଆ ରୋଷେଇ କଲେ ଲିଲି ଦିଦି! 😱🔥
722 просмотра · 6 дн. назад
Santosh Guddy Lifestyle
294 подписчика
722 просмотра · 6 дн. назад
ନମସ୍କାର ସାଙ୍ଗମାନେ! 🙏
ଆଜିର ଭ୍ଲଗ୍ରେ ଆମେ ଆପଣଙ୍କୁ ନେଇ ଯାଉଛୁ ଏକ ସ୍ୱତନ୍ତ୍ର ପାରିବାରିକ ମହାଭୋଜିକୁ! ଖୁଦୁରୁକୁଣୀ ଓଷା ପୂଜା ପରେ ଆମ ଲିଲି ଦିଦି ପାରମ୍ପରିକ ଗାଁ ଚୁଲିରେ ପାଖାପାଖି 25-30 ଜଣଙ୍କ ପାଇଁ ଗରମ ଗରମ ପୁରୀ, ସେଓଇ ଖିରି ଆଉ ପନିର ତରକାରୀ ପ୍ରସ୍ତୁତ କଲେ। ଦିନସାରା ପରିବାର ସହ କେତେ ମଜାମସ୍ତି ହେଲା, ସେସବୁ ଆଜିର ଏହି ଭିଡିଓରେ ଦେଖନ୍ତୁ। ଭିଡିଓଟି ଭଲ ଲାଗିଲେ Like, Share ଏବଂ Channel କୁ Subscribe କରିବାକୁ ଜମାରୁ ଭୁଲିବେନି! ❤️
Follow us on our journey:
Santosh Guddy Lifestyle
#santoshguddylifestyle #odiavlog #dailyvlog #villagecooking #familyvlog #odiabhoji #khudurukuniosha
Hashtags