ଆସନ୍ତୁ ଜାଣିବା Drone 🚁 କେମିତି ଉଡେଇବେ | Drone Flying Tutorial in Odia | Beginner to Pro
Riti Roshan
0:00 / 0:00
ଆସନ୍ତୁ ଜାଣିବା Drone 🚁 କେମିତି ଉଡେଇବେ | Drone Flying Tutorial in Odia | Beginner to Pro
947 просмотров · 1 месяц назад
Riti Roshan
1,39 тыс. подписчиков
947 просмотров · 1 месяц назад
Drone କେମିତି ଉଡ଼େଇବେ? 🚁
ଏହି video ରେ ମୁଁ ସହଜ ଭାବରେ Odia ଭାଷାରେ Drone Flying Tutorial ଦେଖାଇଛି। ଯଦି ଆପଣ drone ନୂଆ କିଣିଛନ୍ତି କିମ୍ବା ପ୍ରଥମଥର drone ଉଡ଼ାଇବା ଶିଖୁଛନ୍ତି, ତେବେ ଏହି video ଆପଣଙ୍କ ପାଇଁ।
ଏହି video ରେ ଜାଣନ୍ତୁ:
🚁 Drone କିପରି start କରିବେ
🎮 Remote Controller କିପରି use କରିବେ
⬆️ Drone କିପରି take-off କରିବେ
⬇️ Drone କିପରି land କରିବେ
↔️ Drone କୁ ସହଜରେ control କରିବା ଉପାୟ
📱 Beginner ପାଇଁ important tips
ସମ୍ପୂର୍ଣ୍ଣ tutorial ଓଡ଼ିଆ ଭାଷାରେ।
ଭିଡିଓଟି ଭଲ ଲାଗିଲେ Like 👍 | Share 🔄 | Subscribe 🔔 କରନ୍ତୁ।
#drone
#droneflying
#dronetutorial
#odiatutorial
#deoneflyingodia
#dji
#djidrone
#djimini4k
#djidrone