ବିଶ୍ୱ ପର୍ଯ୍ୟଟନ ଦିବସରେ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ | Puri Tourism | World Tourism Day | Nandi Live
Nandi Live
0:00 / 0:00
ବିଶ୍ୱ ପର୍ଯ୍ୟଟନ ଦିବସରେ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ | Puri Tourism | World Tourism Day | Nandi Live
205 просмотров · 6 дней назад
Nandi Live
22,5 тыс. подписчиков
205 просмотров · 6 дней назад
ବିଶ୍ୱ ପର୍ଯ୍ୟଟନ ଦିବସରେ ଆସନ୍ତୁ ଜାଣିବା ଶ୍ରୀକ୍ଷେତ୍ର ପୁରୀର ପର୍ଯ୍ୟଟନ ଆକର୍ଷଣ। ବଡ଼ଦାଣ୍ଡ, ଶ୍ରୀମନ୍ଦିର, ପତିତପାବନ, ଗୁଣ୍ଡିଚା ମନ୍ଦିର, ଗୋବର୍ଦ୍ଧନ ପୀଠରୁ ଆରମ୍ଭ କରି ସ୍ୱର୍ଣ୍ଣାଭ ବେଳାଭୂମି ଓ ସ୍ୱର୍ଗଦ୍ୱାର—ଆଧ୍ୟାତ୍ମିକତା ସହ ପୁରୀର ପ୍ରାକୃତିକ ଓ ସାଂସ୍କୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ କରେ ଆକର୍ଷିତ। ବିଶ୍ୱ ପର୍ଯ୍ୟଟନ ଦିବସରେ ପୁରୀର ପର୍ଯ୍ୟଟନକୁ ନେଇ ସାଂସଦ ସମ୍ବିତ ପାତ୍ର ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ବାର୍ତ୍ତା ମଧ୍ୟ ରହିଛି ଏହି ରିପୋର୍ଟରେ।
On World Tourism Day, explore the unique tourism appeal of Puri—from the Grand Road and Srimandir to Patitapaban, Govardhan Peeth and the golden beach. Known for its spiritual heritage, culture and scenic beauty, Puri continues to attract pilgrims and tourists from across the country and beyond. Watch the special report featuring messages from MP Sambit Patra and the District Tourism Officer.
#WorldTourismDay #Puri #PuriTourism #Jagannath #Srimandir #OdishaTourism #TourismInOdisha #PuriBeach #OdishaNews #OdiaNews #NandiLive
📢 Follow us for daily updates:
🔹 Facebook: tinyurl.com/mssa4drd
🔹 Instagram: tinyurl.com/3k6r2mmm
🔹 YouTube: / @nandilive
🔹X (Twitter): tinyurl.com/58zpb4zy
🔔 Like • Share • Subscribe • Follow