Перейти к содержимому

ତୁଳସୀ ମାଳାକୁ ନେଇ ଲୋକେ ପରିହାସ କଲେ… ଜଣେ ଭକ୍ତ କ’ଣ କରିବେ? 🌿🙏🌸#ytvideo #tulsikanthimala

Tarini Vallabha Vlogs

0:00 / 0:00

ତୁଳସୀ ମାଳାକୁ ନେଇ ଲୋକେ ପରିହାସ କଲେ… ଜଣେ ଭକ୍ତ କ’ଣ କରିବେ? 🌿🙏🌸#ytvideo #tulsikanthimala

37 просмотров · 2 недели назад
Tarini Vallabha Vlogs
39 подписчиков
37 просмотров · 2 недели назад
ତୁଳସୀ ମାଳା ପିନ୍ଧିଥିବାରୁ ଯଦି ଲୋକେ ଆମକୁ ପରିହାସ କରନ୍ତି ବା ତାଚ୍ଛଲ୍ୟ କରନ୍ତି, ତେବେ ଜଣେ କୃଷ୍ଣଭକ୍ତ ଭାବରେ ଆମର ଆଚରଣ କିପରି ହେବା ଉଚିତ୍? 🌿🙏 ଏହି ଭିଡିଓରେ ତୁଳସୀ ମାଳାର ମହତ୍ତ୍ୱ ଏବଂ ଲୋକଙ୍କ କଥାକୁ ନେଇ ନିଜର ଭକ୍ତିକୁ ଦୁର୍ବଳ ନକରିବା ବିଷୟରେ କିଛି ଆଲୋଚନା କରିଛି। ❤️ ଲୋକେ ଯାହା କହନ୍ତୁ, ଆମେ ଭକ୍ତିର ପଥରେ ଦୃଢ଼ ରହିବା। ହରେ କୃଷ୍ଣ 🙏🌿 all glorious to guru & gouranga🙇‍♀️✨🌸 #ytshorts #ytvideo #odiavlog #ହରେକୃଷ୍ଣ #ତୁଳସୀମାଳା #କୃଷ୍ଣଭକ୍ତି #ଭକ୍ତି #ଇସ୍କନ #ISKCON #HareKrishna #TulasiMala #KrishnaBhakti #Devotional #SpiritualOdia #OdiaYouTube