Перейти к содержимому

Khelana Mu nuhe Khelana Full song and Lyrics||Kumar Bapi||Odia Sad song||

ALL IN ONE

0:00 / 0:00

Khelana Mu nuhe Khelana Full song and Lyrics||Kumar Bapi||Odia Sad song||

4 255 967 просмотров · 6 лет назад
ALL IN ONE
80,6 тыс. подписчиков
4 255 967 просмотров · 6 лет назад
Singer-Kumar Bapi Lyrics-Ranjit P.Nayak Music-Santiraj Khosla #Like_comment_share_Subscribe_plz.. ଖେଳନା....... ଖେଳନା ଖେଳନା ଖେଳନା ମୁଁ ନୁହେଁ ଖେଳଣା ମୁଁ ତୁମ ପରି ମଣିଷ ଟିଏ ମୋ ଛାତି ଚିରିଲେ ରକତ ଝରିବ ମୋର ବି ଅଛି ହୃଦୟ ଟିଏ... Music.... ମୋ ହୃଦୟ ମନ୍ଦିରରେ ତୁମକୁ ମୁଁ ରଖିଥିଲି ପ୍ରିୟା ନୁହେଁ ଦେବୀ ପରି ତୁମକୁ ମୁଁ ପୁଜୁଥିଲି.... ଏକି କଲ ଏକି କଲ ଭଲ ପାଇଁ ଭୁଲି ଗଲ ମଝି ବାଟେ ହାତ ଛାଡ଼ି ଦୂରେଇ ଗଲ ନିଅନା ନିଅନା ନିଅନା ମୋ ନିଦ ନିଅନା ଅଛି ଅଛି ମୋର ସପନ ଟିଏ ସପନେ ଆସିଲେ ଦେବି ମୁଁ ତୁମକୁ ମୋ ହାତ ଲେଖା କବିତା ଟିଏ Music.............. ଫୁଲ ପକା କାଗଜରେ ତୁମର ସେ ହସ୍ତାକ୍ଷର ସେ ଚିଠିରେ ସିଞ୍ଚୁଥିଲ ମହ ମହ ଅତର କିବା ଅପରାଧ କଲି ମୋ ଦୁନିଆ କଲ ଖାଲି ମଝି ବାଟେ ହାତ ଛାଡ଼ି ଦୂରେଇ ଗଲ ଯାଅନା ଯାଅନା ଯାଅନା ମୋ ମନ ମଇନା ଅଛି ଅଛି ମୋର ପଞ୍ଜୁରୀ ଟିଏ ରାଜା ରାଣୀ କରି ରଖିବି ତୁମକୁ ପଞ୍ଜୁରୀର ଅଛି ଝରକା ଟିଏ Music................... କବିତା ଟିଏ ପଞ୍ଜୁରୀ ଟିଏ ହୃଦୟ ଟିଏ Thank you for watching video....🙏🙏🙏... Please guys subscribe my channel for latest update.... Like comment share and subscribe my channel..... BP Crazy Create...................... ▶️Rinku Kumar........✍️...........