Перейти к содержимому

ମହାନଦୀରେ ବନ୍ୟା ! କେତେ ଅଛି ଜଳସ୍ତର ? Hirakud Dam Opens 2 More Gates | 30 Gates Discharging Floodwater

News18 Odia

0:00 / 0:00

ମହାନଦୀରେ ବନ୍ୟା ! କେତେ ଅଛି ଜଳସ୍ତର ? Hirakud Dam Opens 2 More Gates | 30 Gates Discharging Floodwater

778 просмотров · 1 час назад
News18 Odia
6,22 млн подписчиков
778 просмотров · 1 час назад
ମହାନଦୀରେ ବନ୍ୟା ! କେତେ ଅଛି ଜଳସ୍ତର ? Hirakud Dam Opens 2 More Gates | 30 Gates Discharging Floodwater Hirakud Dam Opens 2 More Gates | 30 Gates Discharging Floodwater | Inflow Crosses 6.2 Lakh Cusecs ହୀରାକୁଦରେ ଖୋଲିଲା ଆଉ ୨ଟି ଗେଟ୍‌...ହୀରାକୁଦରେ ୩୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ...ବାମ ପଟେ ୨୦ଟି, ଡାହାଣ ପଟେ ୧୦ଟି ଗେଟ୍‌ ଖୋଲା...ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୪୫ ଫୁଟ୍‌ ..ଡ୍ୟାମକୁ ପ୍ରବେଶ କରୁଛି ୬,୨୦,୦୦୦ କ୍ୟୁସେକ ଜଳ ..ନିଷ୍କାସିତ ହେଉଛି ୫,୦୦,୦୦୦ କ୍ୟୁସେକ ଜଳ...ଛତିଶଗଡ ଉପରେ ସମସ୍ତ ବ୍ୟାରେଜ ଖୋଲା ଥିବାରୁ ଜଳ ପ୍ରବେଶ ବୃଦ୍ଧି... Hirakud Dam has opened two more gates as the inflow of water continues to rise. A total of 30 gates are now open at Hirakud, with 20 gates on the left side and 10 on the right side releasing floodwater. The reservoir water level currently stands at 629.45 feet. Around 6,20,000 cusecs of water is entering the dam, while approximately 5,00,000 cusecs is being discharged. The rising inflow is linked to water coming downstream as barrages in Chhattisgarh remain open, increasing the flow towards Hirakud. #HirakudDam #Hirakud #HirakudGate #MahanadiFlood #Mahanadi #OdishaFlood #FloodUpdate #ChhattisgarhFlood #OdishaWeather #FloodAlert #Sambalpur #OdishaNews #OdiaNews #News18Odia News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place. From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24x7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs. Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond. -- ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ। ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ। ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ। Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_KU