Перейти к содержимому

ସ୍ୱାମୀଜୀଙ୍କୁ ମାରି ନାହାଁନ୍ତି ମାଓବାଦୀ ? | Odisha Reporter

Odisha Reporter

0:00 / 0:00

ସ୍ୱାମୀଜୀଙ୍କୁ ମାରି ନାହାଁନ୍ତି ମାଓବାଦୀ ? | Odisha Reporter

21 920 просмотров · 4 дня назад
Odisha Reporter
2,98 млн подписчиков
21 920 просмотров · 4 дня назад
#ସ୍ୱାମୀଜୀଙ୍କୁ_ମାରି_ନାହାଁନ୍ତି_ମାଓବାଦୀ? ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ମହାଖୁଲାସା । ସ୍ୱାମୀ ଲକ୍ଷ୍ମାଣନନ୍ଦ ସରସ୍ବତୀଙ୍କୁ ପାଦ ଛୁଇଁ ପ୍ରଣାମ କରୁଥଲେ ମାଓବାଦୀ । ସେମାନଙ୍କ ସହ ସ୍ୱାମୀଜୀଙ୍କର କୌଣସି ଶତ୍ରୁତା ନଥିଲା । ହତ୍ୟା ପରେ ପୋଲିସ ପ୍ରମାଣ ଯୋଗାଡ଼ କରିବା ଅପେକ୍ଷା ପ୍ରମାଣ ନଷ୍ଟ କରିବାରେ ଅଧିକ ତତ୍ପର ଥିଲା । ତଦନ୍ତ କମିଶନ ବେଳେ ଆଇନଜୀବୀ ଥିବା ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଦେଖିବା ସ୍ୱତନ୍ତ୍ର ସାକ୍ଷାତକାର । #SwamiLaxmananandaSaraswati #murdermystery #CMOOdisha #filemissing #bjd #BJPGovernment #NaveenPattanaik #MohanCharanMajhi #maoist #odishareporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter