Перейти к содержимому

କ୍ଷୁଦ୍ର ଗଳ୍ପ ଓ ନୀତି ଶିକ୍ଷା "ସୁଦ୍ଧ ଭାବନାର ଫଳ"

SovaKatha

0:00 / 0:00

କ୍ଷୁଦ୍ର ଗଳ୍ପ ଓ ନୀତି ଶିକ୍ଷା "ସୁଦ୍ଧ ଭାବନାର ଫଳ"

179 просмотров · 4 дн. назад
SovaKatha
102 подписчика
179 просмотров · 4 дн. назад
🌸 ଗଳ୍ପ ଓ ନୀତିଶିକ୍ଷା – ଶୁଦ୍ଧ ଭାବନାର ଫଳ 🌸 ମଣିଷର ଭାବନା ଯେତେ ଶୁଦ୍ଧ ଓ ପବିତ୍ର ହୁଏ, ତା'ର କର୍ମ ମଧ୍ୟ ସେତେ ସୁନ୍ଦର ହୋଇଥାଏ। ଭଲ ଚିନ୍ତାଧାରା ମଣିଷକୁ ଭଲ କାମ କରିବାକୁ ପ୍ରେରଣା ଦିଏ। ଜୀବନରେ ଆମେ ଯାହା ଭାବୁ, ଯାହା କରୁ, ତାହାର ଫଳ ଦିନେ ନା ଦିନେ ନିଶ୍ଚୟ ପାଇଥାଉ। ✨ ଏହି ସୁନ୍ଦର ନୀତିଶିକ୍ଷାମୂଳକ ଗଳ୍ପ ଆମକୁ ଶିଖାଏ ଯେ ଶୁଦ୍ଧ ଭାବନା, ନିଷ୍ଠା ଓ ନିଃସ୍ୱାର୍ଥପରତାର ଫଳ ସବୁବେଳେ ମଧୁର ହୋଇଥାଏ। 🙏 ଗଳ୍ପଟି ଭଲ ଲାଗିଲେ Like, Share ଓ Comment କରନ୍ତୁ। ଏହିଭଳି ଆହୁରି ସୁନ୍ଦର ଓ ଶିକ୍ଷଣୀୟ ଗଳ୍ପ ପାଇଁ ଆମ ଚ୍ୟାନେଲ୍‌କୁ Subscribe କରନ୍ତୁ। ❤️ ସୌଭାଗ୍ୟବତୀ ପଣ୍ଡାଙ୍କ କବିତା ଓ ଗଳ୍ପ ସମାହାର #ଶୁଦ୍ଧଭାବନାରଫଳ #OdiaStory #ନୀତିଶିକ୍ଷା #OdiaKahani #MoralStory #OdiaLiterature #ଜୀବନଶିକ୍ଷା