ମା ପରି କିଏ ହେବ ❤️ | ମାଆର ସ୍ନେହ ଓ ମମତା | Odia Emotional Song | ଗୀତ ରଚନା: ଲକି ରାଜ୍ ସ୍ବାଇଁ (ପ୍ରବଚକ)
Dibakar Nayak Music
0:00 / 0:00
ମା ପରି କିଏ ହେବ ❤️ | ମାଆର ସ୍ନେହ ଓ ମମତା | Odia Emotional Song | ଗୀତ ରଚନା: ଲକି ରାଜ୍ ସ୍ବାଇଁ (ପ୍ରବଚକ)
623 просмотра · 2 дня назад
Dibakar Nayak Music
725 подписчиков
623 просмотра · 2 дня назад
🎵 TITLE:
ମା ପରି କିଏ ହେବ ❤️ | ମାଆର ସ୍ନେହ ଓ ମମତା | Odia Emotional Song | ଗୀତ ରଚନା: ଲକି ରାଜ୍ ସ୍ବାଇଁ (ପ୍ରବଚକ)
#Shorts
📝 SHORT DESCRIPTION:
“ମା ପରି କିଏ ହେବ...” — ମାଆର ନିଃସ୍ୱାର୍ଥ ସ୍ନେହ, ମମତା, ତ୍ୟାଗ ଓ ଭଲପାଇବାକୁ ନେଇ ଏକ ହୃଦୟସ୍ପର୍ଶୀ ଓଡ଼ିଆ ଗୀତ। ❤️🙏
🎵 ଗୀତ ରଚନା: ଲକି ରାଜ୍ ସ୍ବାଇଁ (ପ୍ରବଚକ)
🎼 Music: AI (Artificial Intelligence)
🎤 Vocal: AI (Artificial Intelligence)
🎬 Presented & Published By: Dibakar Nayak Music
ମା ପରି କିଏ ହେବ
ମୋ ମା ପରି କିଏ ହେବ
ଅଳି କଲେ ମୁହିଁ ଆକାଶର ଚାନ୍ଦ
ଦେଖାଇ ସେ ବୁଝାଇବ,
ତା ପଣତ କାନି ମେଘନାଦ ପରି
ପାଚେରୀ ହୋଇକି ଥିବ ;
ଦୁଃଖରେ ସୁଖରେ
ମୋହରି ପାଖରେ
ଛାଇ ପରି ଠିଆ ହେବ ।।୦।।
ନିଦ ନ ଲାଗିଲେ ପାଖରେ ଶୁଆଇ
ଗପ କହୁଥିବ କେତେ
ଖାଇଲା ବେଳେ ସେ ନିଜେ ନଖାଇକି
ଖୁଆଉ ଥିବ ସେ ମୋତେ ;
ମୋ ସୁଖ ପାଇଁକା ଓଷା ବ୍ରତ କେତେ
ମାନସିକ କରୁଥିବ...
ମୋ ମା ପରି କିଏ ହେବ ।।୧।।
ଆସିଛି ଦୂରକୁ ପାଠ ପଢିବାକୁ
ମନେ ପଡ଼େ ମାଆ କଥା
ରାଗ ରୁଷାରେ ବି କେତେ ଖୁସି ଆଉ
ଥିଲା ସେନେହ ମମତା ;
ମୋ ଆଗେ ଦେଖାଇ ହସିଲା ମୁହଁକୁ
ମନେ ମନେ କାନ୍ଦୁ ଥିବ...
ମୋ ମା ପରି କିଏ ହେବ ।।୨।।©®
❤️ ଭଲ ଲାଗିଲେ LIKE କରନ୍ତୁ।
💬 COMMENT କରି ନିଜ ମାଆଙ୍କ ପାଇଁ କିଛି ଶବ୍ଦ ଲେଖନ୍ତୁ।
🔄 ଗୀତଟି SHARE କରନ୍ତୁ।
🔔 ଏଭଳି ମୌଳିକ ଓଡ଼ିଆ ଗୀତ ପାଇଁ Dibakar Nayak Music କୁ SUBSCRIBE କରନ୍ତୁ।
🙏 ମାଆଙ୍କ ପାଇଁ ଗୋଟିଏ ❤️ ନିଶ୍ଚୟ ଦିଅନ୍ତୁ।
━━━━━━━━━━━━━━━━━━
🔥 HASHTAGS:
#ମାପରିକିଏହେବ #ମାଆ #ମାଆରସ୍ନେହ #ମାଆରମମତା #OdiaSong #OdiaMusic #OdiaEmotionalSong #OdiaEmotional #MotherLove #Maa #OdiaShorts #OdiaReels #HeartTouchingSong #OdiaLyrics #AIVocal #AIMusic #DibakarNayakMusic #Shorts #YouTubeShorts #ViralShorts #TrendingShorts
━━━━━━━━━━━━━━━━━━
© COPYRIGHT & DISCLAIMER:
© 2026 Dibakar Nayak Music. All Rights Reserved.
Original Lyricist:
ଲକି ରାଜ୍ ସ୍ବାଇଁ (ପ୍ରବଚକ)
Music: AI (Artificial Intelligence)
Vocal: AI (Artificial Intelligence)
Dibakar Nayak Music is a publishing platform for original Odia music.
ଏହି ଗୀତର Lyrics, Audio, Video ଓ ସମ୍ପୃକ୍ତ creative content ଅନୁମତି ବିନା copy, reproduce, re-upload, modify, distribute କିମ୍ବା commercial use କରିବା ନିଷେଧ।
ଗୀତର ମୌଳିକତା, ରଚନା, ଲେଖକତ୍ୱ ଓ ବିଷୟବସ୍ତୁ ପାଇଁ Original Lyricist ନିଜେ ଦାୟୀ। Dibakar Nayak Music ଏକ publishing platform ଭାବେ କାର୍ଯ୍ୟ କରୁଛି।
Permission / Licensing / Usage Rights:
ଅନୁମତି କିମ୍ବା Licensing ପାଇଁ Dibakar Nayak Music ସହିତ ଯୋଗାଯୋଗ କରନ୍ତୁ।
⚠️ Unauthorized use or re-upload may result in copyright action.
🙏 ଆମର ମୌଳିକ ଓଡ଼ିଆ ସଙ୍ଗୀତକୁ ସମର୍ଥନ କରନ୍ତୁ।
LIKE ❤️ | COMMENT 💬 | SHARE 🔄 | SUBSCRIBE 🔔