Перейти к содержимому

MO ANUTAPTA HRUDA NEI //ମୋ ଅନୁତପ୍ତ ହୃଦନେଇ// BIPIN DIGAL//BD MUSIC PRESENTS//

Bipin Digal

0:00 / 0:00

MO ANUTAPTA HRUDA NEI //ମୋ ଅନୁତପ୍ତ ହୃଦନେଇ// BIPIN DIGAL//BD MUSIC PRESENTS//

27 934 просмотра · 4 года назад
Bipin Digal
9,93 тыс. подписчиков
27 934 просмотра · 4 года назад
NEW DEVOTIONAL SONG : ଖ୍ରୀଷ୍ଟିୟ ଭକ୍ତି ମୂଳକ ସଙ୍ଗୀତ : 2022 MO ANUTAPTA HRUDA NEI //ମୋ ଅନୁତପ୍ତ ହୃଦନେଇ// BIPIN DIGAL//BD MUSIC PRESENTS// DEVOTIONAL ODIA CHRISTIAN SONG_2022//               FULL LYRICS               ଅନୁତାପ ସଙ୍ଗୀତ ତୁମ ପବିତ୍ର ଜଳ  ଢାଳି  ଜଳ ଢାଳି ମୋତେ ଧୋଇ ଦେଇ  କ୍ଷମା କର -3ପାପ ମୋର ମୋ ଅନୁତପ୍ତ ହୃଦ ନେଇ ( ଛୁଉଞ୍ଚି ତୁମ ପୟର -୨) ମୋ  ଆଖିରୁ ଲୁହ ଝରାଇ କାନ୍ଦୁଛି ମୋର ଅନ୍ତର -୨ କ୍ଷମାକର -୩  ପାପ ମୋର -୨ ******************************* ମୋ କାୟ ମନ ବାକ୍ୟରେ କରିମୁ ପାପ ହୋଇଛି ତୁମଠୁ ଦୂର -୨ ଫେରିବାକୁ ଚାହେଁ ପାଖକୁ ତୁମୋର -୨ କରିଅନୁତାପ ବାର ବାର -୨ ମୋ ଅନୁତପ୍ତ ହୃଦ ନେଇ ( ଛୁଉଞ୍ଚି ତମ ପୟର -୨) କ୍ଷମାକର -୩ ପାପ ମୋର -୨ ********************************* କରୁଛି ମିନତୀ ପାଶେ ମେରୀଙ୍କର ମୋ ପାଇଁ ନିବେଦନ କର କରୁଛି ମିନତୀ ଭ୍ରାତା ଭଗ୍ନୀ ମୋର ମୋ ପାଇଁ ନିବେଦନ କର କରୁଛି ମିନତୀ  ସାଧୁସାଧ୍ଵୀଙ୍କୁ-୨ କ୍ଷମା ମାଗିବାକୁ ପ୍ରଭୁଙ୍କର -୨ ********************************* ମୋ ଅନୁତପ୍ତ ହୃଦ ନେଇ ( ଛୁଉଞ୍ଚି ତୁମ ପୟର -୨) ମୋ  ଆଖିରୁ ଲୁହ ଝରାଇ କାନ୍ଦୁଛି ମୋର ଅନ୍ତର -୨ କ୍ଷମାକର -୩ ପାପ ମୋର ... #moanutaptahrudanei #odiachristiansong #tumapabitrajaladhali #bipindigal #newodiachristiansong#krushakubahila #bipindigal #bdmusic #jashobantapradhan #janibenikehiaujisunkaraagamana #newkuichristiansong #bipindigal #humansagar #arijitsingh #amitpani #amitpaniofficial #ashishkumbhar #bdmusic #bipindigal #calvaryofficial #newchristiansong #newhindisong #amitbadanayakchristiansongs #jaganmahannag #bijayaofficial #jesuscreation #mknofficial                            Praise the Lord ସମସ୍ତ ସ୍ରୋତାବନ୍ଧୁ ମାନଙ୍କୁ ଖ୍ରୀଷ୍ଟ ପ୍ରେମରେ ନମସ୍କାର । ପ୍ରତ୍ୟେକଙ୍କୁ Bipin Digal  youtube channel ରେ ସ୍ବାଗତ। ଆଶା କରେ ଏହି ଗୀତଟି ଆପଣ ମାନଙ୍କୁ ବହୁତ୍ ଭଲ ଲାଗିବ ଏବଂ ପ୍ରଭୁଙ୍କର ପ୍ରଶଂସା, ଗୌରବ,ମହିମା, କରିବା ନିମନ୍ତେ ବ୍ୟବହୃତ ହେବ। ଏଣୁ ଏହି ପରି ମନଛୁଆଁ ଗୀତ ଗୁଡ଼ିକ  Bipin Digal YouTube Channel ରେ upload ହେବ ତେଣୁ ଏହିପରି ହୃଦୟସ୍ପର୍ଶୀ ଗୀତ ଗୁଡ଼ିକ ଶୁଣିବା ପାଇଁ Bipin Digal YouTube Channel କୁ Subscribe କରନ୍ତୁ ଓ bell icon କୁ ଦବାଇ ଦିଅନ୍ତୁ, ଯଦ୍ୱାରା କି ଆପଣ ଆଗାମୀ ଗୀତର notification ପ୍ରଥମେ ପାଇପାରିବେ।     Video ଟିକୁ  like, Share, comments କରିବାକୁ ଭୁଲନ୍ତୁ ନାହିଁ।         ପ୍ରଭୁ ଆପଣ ମାନଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ।                **     ଧନ୍ୟବାଦ  **