ଆଜି ମୁଁ କାହା ସହ ଆସିଛି ମନ୍ଦିରକୁ🙄।pappudivlog
Pappudi vlogs
0:00 / 0:00
ଆଜି ମୁଁ କାହା ସହ ଆସିଛି ମନ୍ଦିରକୁ🙄।pappudivlog
64 просмотра · 4 дня назад
Pappudi vlogs
90 подписчиков
64 просмотра · 4 дня назад
ଆଜିର ଭ୍ଲଗ୍ରେ ମୋ ସହିତ ଦୁଇ ବର୍ଷ ପରେ ଅଜୟ ମଣ୍ଡଳ ବାଙ୍ଗାଲୋରରୁ ଘରକୁ ଆସିଛି।
ତା ସହ ଆଜି ମନ୍ଦିର ଦର୍ଶନ ପାଇଁ ରିଘାଗଡ଼ ମା ଥାନପତୀ ମନ୍ଦିରକୁ ଯାଇଥିଲୁ। 🙏
ତା'ପରେ ଆମ ଦୁର୍ଗା ମା'ଙ୍କ ପାଖକୁ ମଧ୍ୟ ଯାଇଥିଲୁ।
ଦୁଇ ବର୍ଷ ପରେ ଘରକୁ ଫେରିଥିବା ଅଜୟ ଭାଇ ସହ ଆଜିର ଏହି ସୁନ୍ଦର ଦିନର କିଛି ମୁହୂର୍ତ୍ତ ଏହି Vlogରେ ଦେଖିପାରିବେ। ❤️
ଭିଡିଓଟି ଭଲ ଲାଗିଲେ Like 👍 Comment 💬 ଓ Subscribe ❤️ କରିବାକୁ ଭୁଲିବେନି।
ଧନ୍ୟବାଦ 🙏❤️
#OdiaVlog #OdiaVlogger #DailyVlog #TempleVlog #VillageVlog #OdishaVlog #PappudiVlogs