Перейти к содержимому

ସ୍ୱାମୀର ୨ୟ ବାହାବେଦୀ ରେ, ୧ମ ସ୍ତ୍ରୀ ସୁଚିତ୍ରାଙ୍କ ହାଇଡ୍ରାମା ! First wife create High drama, Jajpur.

Pratidin TV

0:00 / 0:00

ସ୍ୱାମୀର ୨ୟ ବାହାବେଦୀ ରେ, ୧ମ ସ୍ତ୍ରୀ ସୁଚିତ୍ରାଙ୍କ ହାଇଡ୍ରାମା ! First wife create High drama, Jajpur.

6 069 просмотров · 4 часа назад
Pratidin TV
1,77 млн подписчиков
6 069 просмотров · 4 часа назад
ଛାଡପତ୍ର ଆଗରୁ ବାହା ହଉଥିଲା ସ୍ୱାମୀ, ମନ୍ଦିରରେ ପହଞ୍ଚିଲେ ୧ମ ସ୍ତ୍ରୀ ସୁଚିତ୍ରା ! ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ।ସୂଚନା ମୁତାବକ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଚକ୍ରଧର ପଣ୍ଡା ଙ୍କ ଝିଅ ସୁଚିସ୍ମିତା ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୋଲକ ପାଢ଼ୀ ଙ୍କ ପୁଅ ବିଭୂନ୍ଦେଦୁ ପାଢ଼ୀ ଙ୍କୁ 2017 ମସିହା ରେ ବୈଦିକ ରୀତିରେ ବିବାହ କରିଥିଲେ।ଏବଂ ଉଭୟଙ୍କର ଏକ ଆଠ ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଛି ।ପରବର୍ତ୍ତୀ ସମୟରେ ଉଭୟ ଙ୍କ ଭିତରେ କଳହ ଲାଗିବାରୁ ବିବାହ ବିଚ୍ଛେଦ ପାଇଁ କୋର୍ଟରେ କେସ ମଧ୍ୟ ଚାଲୁ ରହିଛି । First wife create High drama at husband 2nd marriage, Jajpur. #Jajpur #JajpurNews #HighDrama #SecondMarriage #FirstWifeProtest #OdishaNews Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha