୭୨ ଘଣ୍ଟା ସବୁ ବନ୍ଦ ! 72-Hour Emergency Warning | Supermarket Shortages & Blackout Threat | N18G
News18 Odia
0:00 / 0:00
୭୨ ଘଣ୍ଟା ସବୁ ବନ୍ଦ ! 72-Hour Emergency Warning | Supermarket Shortages & Blackout Threat | N18G
103 752 просмотра · 12 ч назад
News18 Odia
6,28 млн подписчиков
103 752 просмотра · 12 ч назад
୭୨ ଘଣ୍ଟା ସବୁ ବନ୍ଦ ! 72-Hour Emergency Warning | Supermarket Shortages & Blackout Threat | N18G
ଆପଣ କେବେ ଚିନ୍ତା କରିଛନ୍ତି କି...ଯଦି ଆସନ୍ତାକାଲି ସକାଳୁ ଆପଣଙ୍କ ମୋବାଇଲ୍ର ନେଟୱର୍କ ଗାଏବ ହୋଇଯାଏ ?...ଯଦି ATM ରୁ ଟଙ୍କା ବାହାରିବା ବନ୍ଦ ହୋଇଯାଏ ?...କିମ୍ବା ସୁପରମାର୍କେଟ୍ରେ ଖାଦ୍ୟ ସରିଯାଏ ?...ହଁ, ଏମିତି ଏକ ଅଜଣା ଆଶଙ୍କାରେ ଏବେ କାନ୍ଦୁଛି ସାରା ବିଶ୍ବ...ହଠାତ୍ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶଗୁଡ଼ିକ ନିଜ ନାଗରିକମାନଙ୍କୁ ଏକ ରହସ୍ୟମୟ ଚେତାବନୀ ଦେବା ଆରମ୍ଭ କରିଛନ୍ତି...ବ୍ରିଟେନ, ଜାପାନ, ଆମେରିକାଠାରୁ ଆରମ୍ଭ କରି ପୂରା ୟୁରୋପରେ ଏକ ଅଜଣା ହଲଚଲ...ସମସ୍ତଙ୍କୁ କୁହାଯାଉଛି, ପାଖରେ ୭୨ ଘଣ୍ଟାର ଖାଦ୍ୟ ଓ ପାଣି ମହଜୁଦ ରଖ...କିନ୍ତୁ କାହିଁକି ?...କ’ଣ କୌଣସି ବଡ଼ ପ୍ରଳୟ ଆସୁଛି ?...ନା ତୃତୀୟ ବିଶ୍ବଯୁଦ୍ଧର ସାଇରନ ବାଜିବାକୁ ଯାଉଛି ?..
Imagine waking up tomorrow morning to find your mobile network completely gone, ATMs out of cash, and supermarket shelves empty. A mysterious wave of anxiety is spreading across the globe as some of the world's most powerful nations—including the UK, USA, Japan, and European countries—issue urgent prepper warnings to their citizens.
Governments are advising people to stock up on at least 72 hours' worth of emergency food, clean water, and essential supplies. But what is driving this sudden alert? Are we on the brink of a massive global blackout, a catastrophic natural disaster, or the quiet dawn of World War 3? Watch this full investigation to understand what is happening behind the scenes.
📌 In this video, we cover:
Mysterious emergency warnings issued by global superpowers.
The 72-hour survival kit mandate: Food, water, and essential supplies.
Panic across the UK, USA, Japan, and Europe.
Potential threats: Global cyberattacks, grid failures, or war escalation.
🔔 Subscribe to the channel for live global updates, geopolitical insights, and breaking news analysis!
#GlobalAlert #EmergencyWarning #WW3 #72HourSurvival #WorldNews #GlobalBlackout #PrepperAlert #Geopolitics #news18odia #OdiaNews #odishanews #oriyanews #breakingnews #weathernews
News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place.
From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24x7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs.
Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond.
--
ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ।
ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ।
ଆମ ଚ୍ୟାନେଲରେ ଆପଣ କ'ଣ ଦେଖିବାକୁ ପାଇବେ?
ସବୁଠୁ ଆଗରେ ବ୍ରେକିଂ ନ୍ୟୁଜ୍ ଏବଂ ଲାଇଭ୍ ଅପଡେଟ୍
ଏକ୍ସକ୍ଲୁସିଭ୍ ରିପୋର୍ଟ ଏବଂ ଟିକିନିଖି ଗ୍ରାଉଣ୍ଡ କଭରେଜ୍
ବରିଷ୍ଠ ବିଶେଷଜ୍ଞଙ୍କ ସଠିକ୍ ବିଶ୍ଳେଷଣ
ଆକର୍ଷଣୀୟ ପ୍ରାଇମ୍-ଟାଇମ୍ ବିତର୍କ (Debates)
ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ସ୍ପେଶାଲ୍ ଇଣ୍ଟରଭ୍ୟୁ
ପଡକାଷ୍ଟ ସହିତ ନ୍ୟୁଜ ଡେସ୍କ ଇଣ୍ଟରଭ୍ୟୁ
ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ।
Follow Every Breaking Story LIVE
🔴 Watch News18 LIVE 24x7: https://youtube.com/live/P03Ozb37nxI
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_BJ