Перейти к содержимому

MOR SARAGPURIYA | NEW CHRISTMAS SPECIAL SONG | SURYA BENYA & KIRAN KHORA

Jihovah jireh и S2M_PRODUCTION

0:00 / 0:00

MOR SARAGPURIYA | NEW CHRISTMAS SPECIAL SONG | SURYA BENYA & KIRAN KHORA

111 608 просмотров · 8 месяцев назад
Jihovah jireh и S2M_PRODUCTION
111 608 просмотров · 8 месяцев назад
MOR SARAGPURIYA | NEW CHRISTMAS SPECIAL SONG | SURYA BENYA & KIRAN KHORA MERRY CHRISTMAS TO ALL ସମସ୍ତଙ୍କୁ ଖ୍ରୀଷ୍ଟ ଜନ୍ମ ପର୍ବର JIHOVAH JIREH YOUTUBE CHANNEL ତରଫରୁ ଅଭିନନ୍ଦନ ଓ ନବ ବର୍ଷର ଅଭିନନ୍ଦନ। ବଡ଼ଦିନ ଉପଲକ୍ଷେ ଏକ ହୃଦୟ ସ୍ପର୍ଶୀ ସଙ୍ଗୀତ ଭେଟି ଦେଉଛୁ। ଆଶା କରୁ ଏହି ଗିତ ନିଶ୍ଚିତ ଭାବରେ ଭଲ ଲାଗିବ । ପ୍ରଭୁଙ୍କ ଗୈାରବ ଉଦ୍ଧେଶ୍ୟରେ ବ୍ୟବହାର କରନ୍ତୁ। ଧନ୍ୟବାଦ। NEW CHRISTMAS SPECIAL SONG/ SURYA BENYA & KIRAN KHORA .........SONG CREADIt............ Song- MOR SARAGPURIYA Singer- SURYA BENYA & KIRAN KHORA Lyrics - MANAS DOLEI & SURYA Music Arrangement- SOUMYA RANJAN Recording- MBS STUDIO TENTULIKHUNTI Dance By- AMOR BHAI And Team Camera-KANHA & NAHUM CHOREOGRAPHY - AMIR Video Editing & Poster-BIREN ,RICKY &RAAZ Special Thanks-JESUS CHRIST Any video shoot or Editing for Contact this Number 7606055942/8260438127 ମୋର ସରଗପୁରିୟା.... ମୋର ଗୁଲୁଗୁଲିୟା...... ମୋର ସୁନ୍ଦୁରା ରାଜା.... ମୋର ଲାଡଲା ରାଜା.... ହା ମୋର ସରଗପୁରିୟା ମୋର ଗୁଲୁଗୁଲିୟା ଦେଖ୍ ମାନବ୍ ରୁପେ ଜନମ ନେଲା ମୋର ସୁନ୍ଦୁରା ରାଜା ମୋର ଲାଡଲା ରାଜା ତାର୍ ସରଗପୁର ଛାଡ଼ି ଆସିଲା (୨) ମାରିୟା କଲେ ଗରୁଗୁହାଲେ ଜନମ ନେଲା ଗାବ୍ରିଏଲ ଦୂତ ଯାହା କହି ରେଲା ସତ ହେଲା (୨) ହା ମୋର ସରଗପୁରିୟା ମୋର ଗୁଲୁଗୁଲିୟା ଦେଖ୍ ମାନବ୍ ରୁପେ ଜନମ ନେଲା ମୋର ସୁନ୍ଦୁରା ରାଜା ମୋର ଲାଡଲା ରାଜା ତାର୍ ସରଗପୁର ଛାଡ଼ି ଆସିଲା ଏ ଜଗତ କମ୍ପିଗଲା ଏ ଧରାଧାମ କମ୍ପିଗଲା ଜଗତରେ ଜ୍ୟୋତି ଆସିଲା ପାପି ମାନବ ମାନକେ ପରିତ୍ରାଣ ଦେବାକାଯେ ଶାନ୍ତିରାଜା ଜନମ ନେଲା (୨) ମାରିୟା କଲେ ଗରୁଗୁହାଲେ ଜନମ ନେଲା ଗାବ୍ରିଏଲ ଦୂତ ଯାହା କହି ରେଲା ସତ ହେଲା (୨) ହା ମୋର ସରଗପୁରିୟା ମୋର ଗୁଲୁଗୁଲିୟା ଦେଖ୍ ମାନବ୍ ରୁପେ ଜନମ ନେଲା ମୋର ସୁନ୍ଦୁରା ରାଜା ମୋର ଲାଡଲା ରାଜା ତାର୍ ସରଗପୁର ଛାଡ଼ି ଆସିଲା ଦୂଃଖ୍ ମିଶା ଉଟିଯାଇସି ଭୁକ୍ ମିଶା ଉଡ଼ିଯାଇସି ଯୀଶୁରାଜାର୍ ନାଁ ଗାଇଲେ ତାର୍ ମହିମା କରତେରେଲେ ତାର୍ ପୂଜା କରତେରେଲେ ଜିବୁରେ ତୁଇ ସରଗପୁରେ ( ୨) ମାରିୟା କଲେ ଗରୁଗୁହାଲେ ଜନମ ନେଲା ଗାବ୍ରିଏଲ ଦୂତ ଯାହା କହି ରେଲା ସତ ହେଲା (୨) ହା ମୋର ସରଗପୁରିୟା ମୋର ଗୁଲୁଗୁଲିୟା ଦେଖ୍ ମାନବ୍ ରୁପେ ଜନମ ନେଲା ମୋର ସୁନ୍ଦୁରା ରାଜା ମୋର ଲାଡଲା ରାଜା ତାର୍ ସରଗପୁର ଛାଡ଼ି ଆସିଲା (୨) #mansingnag #suryabenya #christmasspecialsong #christmassadrisong #jihovahjireh #birendance #newdancevideo #newsong #newchristiansong #amitpanichristiansong #bidyutbhatra #sushantakhosla #simanchala #bhusanakhosla #pintubagh #udaytakri #biren #christmasdanceodia #sambalpuridancechristmas I hope you are blessed by this Song* Thank you so much for watching If you liked & blessed by this song then share with your Friends & family this video is copyright ©️ all reserved by Jihovah Jireh YouTube channel, please don't reuse the content.if you are interested for this song . please contact to Jihovah Jireh team. #kiran #KIRANKHORA #mansingnag #suryabenya #odiachristiansong #song #christmas #odiachristmassong #biren #bidyutbhatrachristiansong #music #christianmusic #merrychristmas #jihovahjireh #bododino #susantkhosla #jesussonghindi #jesussong #jemy #nayamikhosla #jhunikhosla #bhusanakhosla #koraoutiyasong #newhindiworshipsong #newodiachristiansong2024 #newkoraputia #newchristiansong