Перейти к содержимому

Everything Is Taken Care By Swami | Dr. Nitya Nanda Dash's Divine Journey With Sri Sathya Sai.

Prasanthi Express

0:00 / 0:00

Everything Is Taken Care By Swami | Dr. Nitya Nanda Dash's Divine Journey With Sri Sathya Sai.

1 050 просмотров · 10 ч назад
Prasanthi Express
4,19 тыс. подписчиков
1 050 просмотров · 10 ч назад
ସପ୍ରେମ ସାଇରାମ 🙏🏻 ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶାର ଏକ ୟୁ ଟ୍ୟୁବ ଚ୍ୟାନେଲ, "ପ୍ରଶାନ୍ତି ଏକ୍ସପ୍ରେସ୍"ର ୭୪ତମ ଅଧ୍ୟାୟକୁ ଆପଣଙ୍କୁ ସୁ ସ୍ବାଗତମ୍। ଅନେକ ସମୟରେ ଆମେ ଈଶ୍ଵରଙ୍କୁ ପ୍ରାର୍ଥନା କରିଥାଉ ମାତ୍ର ତାହା ଫଳବତୀ ନ ହେବା ପରି ମନେ ହୋଇଥାଏ। ଏହି ଅଧ୍ୟାୟରେ ଆମନ୍ତ୍ରିତ ସାଇ ଆଶ୍ରିତ, ସମ୍ମାନନୀୟ ଡା. ନିତ୍ୟାନନ୍ଦ ଦାଶ ମହୋଦୟ [MD (Medicine)] ବିଭିନ୍ନ ହୃଦୟସ୍ପର୍ଶୀ ଅନୁଭୂତି ମାଧ୍ୟମରେ ଏହି ବାର୍ତ୍ତାଟିକୁ ପ୍ରଦାନ କରିଛନ୍ତି ଯେ ବ୍ୟାକୁଳତାର ଚରମ ସୀମାରେ ଉପନୀତ ନ ହେବା ଯାଏ ପ୍ରଭୁ ଉତ୍ତର ଦେଇନଥାନ୍ତି। ତାଙ୍କ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତକୁ ସେ ନିମ୍ନୋକ୍ତ ଭାବରେ ବର୍ଣ୍ଣନା କରିଛନ୍ତି - "ବଢ଼ାଇଦେଲେ ପୟର, ଭାବଗ୍ରାହୀ ସାଈଶ୍ୱର ଅଶ୍ରୁଜଳେ ଧୋଇଦେଲି, ପୟର ତାର ପାଦୁକା ପୂଜା କରିଲି, ହୃଦୟପୁଷ୍ପେ ମଣ୍ଡିଲି ମସ୍ତକେ ପାଦୁକା ଧରି, କଲି ପ୍ରଣାମ ମନବାଞ୍ଛା ହେଲା ପୂରଣ, ମନ୍ଦିରେ ପାଦୁକା ପୂଜି କାଟିବି ଦିନ।।" ଉପସ୍ଥିତ ଅତିଥି ମହୋଦୟ ଏପରି ବିସ୍ମୟକର ଅନୁଭୂତି ଏହି ଅଧ୍ୟାୟରେ ବାଣ୍ଟିଛନ୍ତି ଯେ ତାହାକୁ ଶ୍ରବଣ କରିଲା ମାତ୍ରେ ଆପଣଙ୍କୁ ସ୍ପଷ୍ଟ ଭାବେ ମନେ ହେବ ଯେ ଜୀବନରେ ଯାହା ବି ଘଟିଥାଏ ତାହା ଈଶ୍ୱରଙ୍କର ନିର୍ଦ୍ଦେଶ ବ୍ୟତୀତ ଅନ୍ୟ କିଛି ନୁହେଁ। ଏପରି ଦିବ୍ୟ କୃପାର ରହସ୍ୟ କ’ଣ? ଅନେକ ବର୍ଷର ଅଗାଧ ବିଶ୍ୱାସରୁ ଡା. ଦାଶ ଏକ ଗଭୀର ସତ୍ୟ ଉପସ୍ଥାପନ କରିଛନ୍ତି - ଆମେ ଆମ ପ୍ରାର୍ଥନାକୁ ଭୁଲିଯାଇପାରୁ କିନ୍ତୁ ଭଗବାନ କେବେ ଭୁଲନ୍ତି ନାହିଁ। ଭଗବାନଙ୍କ ପ୍ରେମର ଅପ୍ରତ୍ୟାଶିତ ଦିବ୍ୟ ଅନୁଭୂତି ଏବଂ ତାଙ୍କ ଶ୍ରୀଚରଣ କମଳରେ ପୂର୍ଣ୍ଣ ଶରଣାଗତିର ରୂପାନ୍ତରଣକାରୀ ଶକ୍ତିକୁ ଅନୁଭବ କରିବା ପାଇଁ ଏହି ହୃଦୟସ୍ପର୍ଶୀ ଅଧ୍ୟାୟଟିକୁ ନିଶ୍ଚିତ ଭାବେ ଦେଖନ୍ତୁ। ଜୟ ସାଇରାମ Loving Sairam 🙏🏻 Welcome to the 74th episode of Prasanthi Express, one of the Official YouTube Channels of Sri Sathya Sai Seva Organisations, Odisha. What if the prayers you made years ago, the wishes you had long forgotten and the challenges you feared most were all being taken care of by God, silently, in His own time? At 76, Dr. Nitya Nanda Dash, MD (Medicine), with over 56 years of association with Bhagawan Sri Sathya Sai Baba, shares awe-inspiring experiences in which seemingly ordinary incidents reveal a deeper Divine plan. Through intriguing narratives and vivid dreams, he unfolds how Bhagawan has guided him through life's challenges, often resolving them before they could overwhelm him. What is the secret behind such unwavering Divine care? Drawing upon decades of faith, Dr. Dash shares a profound truth: we may forget our prayers, but God never does. Watch this deeply moving episode to discover the unexpected revelations of Bhagawan's love and the transformative power of complete surrender at His Lotus Feet. Jai Sairam Prasanthi Express Sri Sathya Sai Baba Sathya Sai Baba Dr Nitya Nanda Dash Sathya Sai devotee experience Sathya Sai miracle Why fear when I am here Everything is taken care by Swami Sai Leela Prasanthi Nilayam Sathya Sai Odisha Jagatsinghpur Sai Baba teachings Sathya Sai Satsang Sai devotee interview Sathya Sai Baba Copyright Disclaimer : ----------------------------- Under section 107 of the Copyright Act of 1976, allowance is made for “fair use” for purposes such as criticism, comment, news reporting, teaching, scholarship, education and research.