Mundali Water Flow to Reach 8 Lakh Cusecs by Evening; Low-Lying Areas of 4 Districts at Risk
OTV
0:00 / 0:00
Mundali Water Flow to Reach 8 Lakh Cusecs by Evening; Low-Lying Areas of 4 Districts at Risk
28 374 просмотра · 13 часов назад
OTV
12,5 млн подписчиков
28 374 просмотра · 13 часов назад
#ସନ୍ଧ୍ୟା_ସୁଦ୍ଧା_ମୁଣ୍ଡଳିରେ_୮_ଲକ୍ଷ_କ୍ୟୁସେକ୍_ପାଣି
-ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ
-ପ୍ରେସମିଟ୍ରେ ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
-‘ଦିନ ୧୨ଟା ସୁଦ୍ଧା ମୁଣ୍ଡଳିରେ ୭ ଲକ୍ଷ ୮୩ ହଜାର କ୍ୟୁସେକ୍ ପାଣି ପ୍ରବାହିତ’
ଆଜି ସନ୍ଧ୍ୟା ପରେ ମୁଣ୍ଡଳିରେ ଜଳ ପ୍ରବାହ କମିଯିବ ସର୍ବୋଚ୍ଚ ଯନ୍ତ୍ରୀ
-‘ମହାନଦୀକୁ ଛାଡ଼ି ରାଜ୍ୟରେ ଆଉ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ’
-‘ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ବୈତରଣୀ, ସାଳନ୍ଦୀରେ ପାଣି କମିଛି’
-‘ବ୍ରାହ୍ମଣୀରେ ବନ୍ୟା ସ୍ଥିତି ନାହିଁ, ଦକ୍ଷିଣ ଓଡ଼ିଶାର ନଦୀରେ ମଧ୍ୟ ପାଣି କମିଛି’
-‘ମହାନଦୀ ପାଇଁ ମୁଖ୍ୟତଃ ୪ଟି ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହେବ’
-‘କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରର ତଳିଆ ଅଞ୍ଚଳ ଚାଷ ଜମି ବୁଡ଼ିବ’
-କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଓ ଗରଦପୁର କିଛି ମାତ୍ରାରେ ପ୍ରଭାବିତ ହେବ’
#Mundali #Mahanadi #FloodAlert #Cuttack #Khordha #Puri #Jagatsinghpur #Kendrapara #OTV
Water Resources Department Engineer-in-Chief Dilip Rout said nearly 8 lakh cusecs of water is expected to flow through Mundali by this evening. Around 7.83 lakh cusecs was flowing through Mundali by 12 noon.
For latest news updates follow us on WhatsApp: https://whatsapp.com/channel/0029VaYN...
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV