ଗାଁ କୁ ଗାଁ ମାଡିଚାଲିଛି ଲମ୍ପି,ଯାଉଛି ଗାଈଙ୍କ ଜୀବନ,ନିରବ ପ୍ରାଣୀ ଚିକିତ୍ସା ବିଭାଗ ! Lumpy Disease in puri
Pratidin TV
0:00 / 0:00
ଗାଁ କୁ ଗାଁ ମାଡିଚାଲିଛି ଲମ୍ପି,ଯାଉଛି ଗାଈଙ୍କ ଜୀବନ,ନିରବ ପ୍ରାଣୀ ଚିକିତ୍ସା ବିଭାଗ ! Lumpy Disease in puri
4 255 просмотров · 15 часов назад
Pratidin TV
1,76 млн подписчиков
4 255 просмотров · 15 часов назад
ଗାଁ କୁ ଗାଁ ମାଡିଚାଲିଛି ଲମ୍ପି,ଯାଉଛି ଗାଈଙ୍କ ଜୀବନ,ନିରବ ପ୍ରାଣୀ ଚିକିତ୍ସା ବିଭାଗ ! ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଅସ୍ତରଙ୍ଗ, ଆଳସାହି, ନଗର, ତାଳଦା, ଶିଶୁଅ ପଞ୍ଚାୟତର ପ୍ରତି ଗାଁରେ ଏବେ ଲମ୍ପି ଆତଙ୍କ। ଦୃଶ୍ୟ ହୃଦୟ ଥରାଇ ଦେବା ଭଳି। ଗାଈ ଶରୀର ସାରା ଗଣ୍ଠି, ଫୋଟକା, ପାଟିରୁ ଲାଳ, ଗୋଡ ଫୁଲି ଛଟପଟ। ଚାଷୀ କାନ୍ଦୁଛି, ହେଲେ ଔଷଧ ନାହିଁ, ଟୀକା ନାହିଁ କହି ହାତ ବାନ୍ଧି ବସିଛି ବିଭାଗ। ଯଦି ଯୁଦ୍ଧକାଳୀନ ପଦକ୍ଷେପ ନ ନିଆଯାଏ, ଅସ୍ତରଙ୍ଗରୁ ଗୋ-ଧନ ଶେଷ ହୋଇଯିବ।Lumpy Disease in puri
#Odisha #puri #pratidintv #LumpyDisease
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha