Перейти к содержимому

କୋଟିଆର ଏକ ସୁନ୍ଦର ଗାଁ ଫୁଲ୍ ପଦର। ଦେଓମାଳି ପାଖ ଏକ ଅଦିବାସୀ ଗାଁ। Koraput। Odisha। Odia Village Vlog।

KMNR Village Life

0:00 / 0:00

କୋଟିଆର ଏକ ସୁନ୍ଦର ଗାଁ ଫୁଲ୍ ପଦର। ଦେଓମାଳି ପାଖ ଏକ ଅଦିବାସୀ ଗାଁ। Koraput। Odisha। Odia Village Vlog।

7 456 просмотров · 1 мес. назад
KMNR Village Life
3,63 тыс. подписчиков
7 456 просмотров · 1 мес. назад
ନମସ୍କାର ବନ୍ଧୁମାନେ 🙏 ଆଜିର ଏହି ଭିଡ଼ିଓରେ ଆପଣ ମାନେ ଦେଖିବାକୁ ପାଇବେ କୋଟିଆ ର ଏକ ସୁନ୍ଦର ଗାଁ। ଏହି ଗାଁ ର ନାମ ଫୁଲ୍ ପଦର। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ଏହି ଗାଁ ର ମନୋରମ ପରିବେଶ, ଗାଁର ଘରଦ୍ଵାର, ରାସ୍ତାଘାଟ ଏବଂ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍ ମନମୁଗ୍ଧ କର। ସହରର କୋଳାହଳ ଠାରୁ ଦୂରରେ ଥିବା ଏହି ଗାଁର ସରଳ ଶାନ୍ତ ପରିବେଶ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ। ଗାଁର ଲୋକମାନେ ଆବର୍ଜନା କୁଣ୍ଡ ବ୍ୟବହାର କରି କିପରି ନିଜ ଗାଁକୁ ସଫା ସୁତୁରା ରଖିଛନ୍ତି ଆପଣ ମାନେ ଏହି ଭିଡ଼ିଓରେ ଦେଖିବାକୁ ପାଇବେ। ଯଦି ଆମ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥାଏ ତେବେ ଭିଡ଼ିଓ ରେ Like 👍Share 🤳Comment 💬 କରିବା ସହିତ ଆମ ଚ୍ୟାନେଲ କୁ Subscribe 🔔 କରନ୍ତୁ। ଧନ୍ୟବାଦ ❤️🙏 #koraput #kotia #odishavillagelife #odishavlogs #odishavillagelifestyle #deomali #odisha #odishatourism #odiavlog #odiavillagevlogs