Перейти к содержимому

ଭୁବନେଶ୍ୱରରୁ BJPର ନୂଆ ରଣନୀତି! ସୌଦାନ ସିଂହଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

PurvaPaksa News

0:00 / 0:00

ଭୁବନେଶ୍ୱରରୁ BJPର ନୂଆ ରଣନୀତି! ସୌଦାନ ସିଂହଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

4 818 просмотров · Трансляция закончилась 4 часа назад
PurvaPaksa News
43,7 тыс. подписчиков
4 818 просмотров · Трансляция закончилась 4 часа назад
ସଫଳ ହେବେ ତ ସୌଦାନ ସିଂହ? BJPର ସାଙ୍ଗଠନିକ ପୁନର୍ବିନ୍ୟାସରେ ସୌଦାନ ସିଂହଙ୍କୁ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର National Joint General Secretary (Organisation) ଦାୟିତ୍ୱ ଦିଆଯାଇଛି। ତାଙ୍କ କେନ୍ଦ୍ର ଭାବେ ଭୁବନେଶ୍ୱରକୁ ରଖାଯାଇଛି। ଏହି ନୂଆ ଦାୟିତ୍ୱ ଓଡ଼ିଶା BJP ପାଇଁ କ’ଣ ଅର୍ଥ ରଖୁଛି? ରାଜ୍ୟର ସାଙ୍ଗଠନିକ ଢାଞ୍ଚା, ଜିଲ୍ଲାସ୍ତରୀୟ ସଂଗଠନ, କର୍ମୀ ସମନ୍ୱୟ ଏବଂ ଆଗାମୀ ରାଜନୈତିକ ପ୍ରସ୍ତୁତିରେ ସୌଦାନ ସିଂହଙ୍କ ଭୂମିକା କେମିତି ରହିପାରେ? ଏହି ଭିଡିଓରେ ସୌଦାନ ସିଂହଙ୍କ ନୂଆ ଦାୟିତ୍ୱ, ଭୁବନେଶ୍ୱରକୁ କେନ୍ଦ୍ର କରିବାର ଅର୍ଥ, ଓଡ଼ିଶା BJPର ସାଙ୍ଗଠନିକ ଚ୍ୟାଲେଞ୍ଜ ଏବଂ ଆଗାମୀ ଦିନର ସମ୍ଭାବ୍ୟ ରାଜନୈତିକ ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଛି। Watch till the end for the complete analysis. #SaudanSingh #OdishaBJP #OdishaPolitics #BJP #BJPOrganisation #OdishaNews #OdiaNews #Bhubaneswar #BJPPolitics #OdishaPolitics2026