Перейти к содержимому

Laxmi Purana ଲକ୍ଷ୍ମୀ ପୁରାଣ - Manabasa Gurubar Puja ମାଣବସା ଗୁରୁବାର ବହିଗୀତ | Namita Agrawal,Gita Dash

Odia Bhaktidhara

0:00 / 0:00

Laxmi Purana ଲକ୍ଷ୍ମୀ ପୁରାଣ - Manabasa Gurubar Puja ମାଣବସା ଗୁରୁବାର ବହିଗୀତ | Namita Agrawal,Gita Dash

1 809 308 просмотров · 10 мес. назад
Odia Bhaktidhara
2,97 млн подписчиков
1 809 308 просмотров · 10 мес. назад
SIDHARTH MUSIC presents "LAXMI PURANA" (Manabasa Gurubar Bahi Gita) "ଲକ୍ଷ୍ମୀ ପୁରାଣ" ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । ------------------------------------------- Song : Sampurna Laxmi Purana Singer : Namita Agrawal,Gita Dash Lyrics : Balaram Das Music Director : Bharati Krushna,Saroj Ratha Album : Sampurna Laxmi Purana Album No : 9620 Music Label : Sidharth Music ------------------------------------------------------- ♪ Full Song Available on ♪ Gaana : http://bit.ly/35i7QuP JioSaavn : http://bit.ly/2OzoijU Wynk : http://bit.ly/334wNsh Apple Music : https://apple.co/2rcUNvT Amazon Prime Music : https://amzn.to/2Gm2a8R iTunes : https://apple.co/2vh2KSV Spotify : https://spoti.fi/2pEmjCo --------------------------------------------------- Watch & Subscribe to our other YouTube Channels: 👉 Sidharth Bhakti :    / sidharthbhakti   👉 Sidharth Music:    / sidharthmusic   👉 Sidharth TV :    / sidharthtv   👉 Namita Agrawal :    / namitaagrawal   ----------------------------------------------------- Enjoy & stay connected with us! 👉 Like us on Facebook :   / sidharthbhaktiodia   ----------------------------------------------------- #OdiaBhaktidhara #SidharthMusic #SidharthBhakti #SidharthTV #NamitaAgrawal #SitaramAgrawal