Перейти к содержимому

ଦୀର୍ଘ ୮ ବର୍ଷର ପରେ ଛାତ୍ର ସଂସଦ ନିର୍ବାଚନ ଅକ୍ଟୋବର ୧୫ ରେ ! BJYM Student Union Elections on October 15

Pratidin TV

0:00 / 0:00

ଦୀର୍ଘ ୮ ବର୍ଷର ପରେ ଛାତ୍ର ସଂସଦ ନିର୍ବାଚନ ଅକ୍ଟୋବର ୧୫ ରେ ! BJYM Student Union Elections on October 15

2 286 просмотров · 1 дн. назад
Pratidin TV
1,77 млн подписчиков
2 286 просмотров · 1 дн. назад
ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ଫେରିବାକୁ ଯାଉଥିବାରୁ ରାଜ୍ୟ ରାଜନୀତି ଓ କଲେଜ କ୍ୟାମ୍ପସଗୁଡ଼ିକରେ ଉତ୍ସାହ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ର ସଂସଦ ନିର୍ବାଚନ ପାଇଁ ସବୁଜ ସଙ୍କେତ ଦେଇଥିବା ବେଳେ ଆସନ୍ତା ଅକ୍ଟୋବର ୧୫, ୨୦୨୬ରେ ଏହି ମତଦାନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ, ଭାରତୀୟ ଜନତା ଯୁବ ମୋର୍ଚ୍ଚା (BJYM) ର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ପୂର୍ବତନ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବିଗତ ସରକାର ନିଜର ରାଜନୈତିକ ସ୍ୱାର୍ଥ ଏବଂ ପରାଜୟର ଭୟ ଯୋଗୁଁ ଦୀର୍ଘ ବର୍ଷ ଧରି ଉଦ୍ଦେଶ୍ୟମୂଳକ ଭାବେ କ୍ୟାମ୍ପସ ନିର୍ବାଚନ ବନ୍ଦ ରଖିଥିଲେ। BJYM Student Union Elections on October 15 . #AbhilashPanda #OdishaCampusElection #StudentUnionElectionOdisha #BJYMOdisha Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha