Перейти к содержимому

“10 MM Aggregate Sieve Analysis Test କିପରି କରିବେ? | Complete Practical Test | Odia Civil Knowledge”

Odia Civil Knowledge

0:00 / 0:00

“10 MM Aggregate Sieve Analysis Test କିପରି କରିବେ? | Complete Practical Test | Odia Civil Knowledge”

65 просмотров · 3 дня назад
Odia Civil Knowledge
23 подписчика
65 просмотров · 3 дня назад
ଏହି ଭିଡିଓରେ 10 MM Coarse Aggregate ର Sieve Analysis Test କିପରି କରାଯାଏ, ତାହା practical ଭାବରେ ଦେଖାଯାଇଛି। ଏହି Test ମାଧ୍ୟମରେ Aggregate ର particle size distribution / grading ଯାଞ୍ଚ କରାଯାଏ। ଏହା Concrete Mix Design ଏବଂ Quality Control ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। 🔹 ଏହି ଭିଡିଓରେ ଜାଣିବେ: ✅ 10 MM Aggregate Sieve Analysis Test ✅ Sieve କିପରି arrange କରିବେ ✅ Sample weight କିପରି ନେବେ ✅ ଓଜନ କିପରି record କରିବେ ✅ Percentage Retained କିପରି calculate କରିବେ ✅ Aggregate Grading କିପରି check କରିବେ Civil Engineering, Site Engineer, Diploma/ITI/Engineering Students ଏବଂ Laboratory Technician ମାନଙ୍କ ପାଇଁ ଏହି video ଉପଯୋଗୀ ହେବ। ଭିଡିଓଟି ଭଲ ଲାଗିଲେ Like 👍, Share 🔄 ଏବଂ Channel କୁ Subscribe 🔔 କରନ୍ତୁ। #10MMAggregate #SieveAnalysis #AggregateTest #CoarseAggregate #CivilEngineering #OdiaCivilKnowledge #ConcreteTest #CivilSiteWork #OdiaCivilEngineering #civilengineering #sieveanalysis #10mmaggregate #aggregatetest