ବାପା ବିଲଡର୍ ବୋଲି ପୁଅ କଣ , ପୋକ ମାଛି ଭଳି ଲୋକଙ୍କୁ ଗାଡ଼ି ଚଢ଼େଇ ମାରିବ ? Drunk Driving Horror in Bbsr
Pratidin TV
0:00 / 0:00
ବାପା ବିଲଡର୍ ବୋଲି ପୁଅ କଣ , ପୋକ ମାଛି ଭଳି ଲୋକଙ୍କୁ ଗାଡ଼ି ଚଢ଼େଇ ମାରିବ ? Drunk Driving Horror in Bbsr
3 103 просмотра · 4 часа назад
Pratidin TV
1,77 млн подписчиков
3 103 просмотра · 4 часа назад
ବାପା ବିଲଡର୍ ବୋଲି ପୁଅ କଣ ,ପୋକ ମାଛି ଭଳି ଲୋକଙ୍କ ଉପରେ ଗାଡ଼ି ଚଢ଼େଇ ମାରିବ ? ରାଜଧାନୀରେ ସିରିଜ୍ ଦୁର୍ଘଟଣା ଘଟଣାରେ ନୂଆ ଟ୍ବିଷ୍ଟ। ଦୁର୍ଘଟଣା ନୁହେଁ, ହତ୍ୟା ଉଦ୍ୟମ ହୋଇଥିଲା। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ। ଢାବାରେ କର୍ମଚାରୀଙ୍କ ସହ ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ ହୋଇଥିଲା। ଯାହା ସିସିଟିଭିରୁ ଜଣା ପଡିଛି। କଟକ-ପୁରୀ ବାଇପାସର କେଶୁରା ଅଞ୍ଚଳରେ କାର୍ ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ ଡ୍ରାଇଭର। ଡ୍ରାଇଭର ଜଣକ ହେଉଛନ୍ତି ସୌମ୍ୟରଞ୍ଜନ ରଥ। ନିଶାଶକ୍ତ ଅବସ୍ଥାରେ ଏମିତି କାଣ୍ଡ ଭିଆଇଛନ୍ତି ବୋଲି ଜଣାପଡିଛି। ଗତ ଜୁଲାଇ 13 ରେ ଏକ ଦାମୀ ଗାଡ଼ି ରେ ଶାସ୍ତ୍ରୀନଗର ରେ ଜଣେ ଯୁବକଙ୍କୁ ଗାଡ଼ି ଚଢ଼ାଇ ମାରି ଜେଲ୍ ଯାଇଥିଲେ ! Driver Soumya Rath arrested ,Bhubaneswar
#BhubaneswarRoadHorror #SoumyaRathArrested #DrunkDrivingHorror #BhubaneswarMercedesCrash #StopDrunkDriving
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha