mu malapare kalia dabu mo jui ku nian
siba nana bhajan sandhya
0:00 / 0:00
mu malapare kalia dabu mo jui ku nian
544 371 просмотр · 4 года назад
siba nana bhajan sandhya
135 тыс. подписчиков
544 371 просмотр · 4 года назад
singer-siba prasad das
lyrics-siba prasad das
music director-siba Prasad das
album-sudhasar bhajan sandhya
music staff-pintu,sanjay,suresh,niranjan,sibira
ସୁଧାସାର ଭଜନ ସନ୍ଧ୍ୟା 9658222775,7008310559,
କଳିର କରାଳ ପ୍ରକୋପ ଆରମ୍ଭ ହେଇ ଯାଇଛି।ବର୍ତ୍ତିବାର ଉପାୟ।ଏକମାତ୍ର ମନ୍ତ୍ର କୁ ଗୃହରେ ସମସ୍ତେ ଶୁଣନ୍ତୁ।ଘରେ ଘରେ ଅଶାନ୍ତି କଳହ ସବୁ କିଛି ଦୁରୀଭୂତ ହେଇଯିବ।ତା ନହେଲେ ସବୁକିଛି କଳିର କରାଳ ଅଗ୍ନିରେ ସବୁ କିଛି ଭସ୍ମୀଭୂତ ହେଇଯିବ।
channel to get access to perks:
/ @sibanana775
ଏହା ଏକ ଆଧ୍ୟାତ୍ମିକ ଚାନେଲ ,ଜଗନ୍ନାଥ ସଂସ୍କୃତି,ଜଗନ୍ନାଥ ପରମ୍ପରା କୁ ଆଗକୁ ନେବାର ପ୍ରୟାସ ,ଆପଣ ମାନଙ୍କର ସହଯୋଗ ମୋତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।
ବହୁ ପୁରାଣ, ଉପନିଷଦ ବିଲୁପ୍ତ ହେଇ ସାରିଲାଣି।ଯାହା ଫଳରେ ଆମେ ମାନେ କୋଉଟା ଠିକ କୋଉଟା ଭୁଲ ନଜାଣି ,ଭୁଲ ବାଟରେ ଚାଲିବାକୁ ପଡୁଛି।ତେଣୁ ନାନା ପ୍ରକାର ଅସୁବିଧାର ସମୁଖୀନ୍ନ ହେବାକୁ ପଡୁଛି।ଆଗକୁ ଆହୁରି ବିପଦର ସାମ୍ନା କରିବାକୁ ପଡିବ।ତେଣୁ ଆମେ ପୁରାଣ ଗ୍ରନ୍ଥ ଶ୍ରବଣ କରି ସଠିକ ମାର୍ଗରେ ଚାଲିବା ଆଉ ବିଶ୍ବରୁ କାଳ କୁ ଦୁରେଇ ଦେବା।
ପ୍ରତି ଦିନ ସବୁ ପୁରାଣ କୁ ପାଠ କରି ବିଶ୍ବରୁ କାଳ ଦୂର କରିବାକୁ ଯେଉଁ ସାହସ ବାନ୍ଧିଛି।ସେଥିରେ ମୋତେ ସାହାଯ୍ୟ କରିବାକୁ ଅନୁରୋଧ କରୁଛି।ଖାଲି subscribe, like ,share, comment, କରିଦିଅନ୍ତୁ। ଏତିକି ମାତ୍ର ସାହାଯ୍ୟ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
ସଂଗୀତ,ଗୀତ,କଣ୍ଠ-ଶିବ ପ୍ରସାଦ ଦାସ(ଶିବ ନନା)
ତବଲା,ଢୋଲକ,octopad,-ସଞ୍ଜୟ
keyboard-pintu
ସୁଧାସାର ଭଜନ ସନ୍ଧ୍ୟା