Перейти к содержимому

ନବରାତ୍ରୀରେ ମା’ ଶାରଳାଙ୍କ ଦର୍ଶନ 🙏 | Bhubaneswar to Maa Sarala Temple | Travel Vlog

NutanKumar's Next Chapter

0:00 / 0:00

ନବରାତ୍ରୀରେ ମା’ ଶାରଳାଙ୍କ ଦର୍ଶନ 🙏 | Bhubaneswar to Maa Sarala Temple | Travel Vlog

253 просмотра · 11 дней назад
NutanKumar's Next Chapter
60 подписчиков
253 просмотра · 11 дней назад
ନବରାତ୍ରୀରେ ମା’ ଶାରଳାଙ୍କ ଦର୍ଶନ 🙏 | Bhubaneswar to Maa Sarala Temple | Travel Vlog ସକାଳୁ ଭୁବନେଶ୍ୱରରୁ ମୋ ସାନ ଭାଇ ସହ ଆରମ୍ଭ ହେଲା ଆମର ଏକ ସୁନ୍ଦର ଯାତ୍ରା। ❤️ କଟକରେ ଦହିବରା ଖାଇବାଠାରୁ ଆରମ୍ଭ କରି, ରାସ୍ତାର ସୁନ୍ଦର ଦୃଶ୍ୟ, ଜଗତସିଂହପୁରରେ ମହାପ୍ରସାଦ ସେବନ ଏବଂ ଶେଷରେ ମା’ ଶାରଳାଙ୍କ ଦର୍ଶନ—ପ୍ରତ୍ୟେକ ମୁହୂର୍ତ୍ତ ଥିଲା ସ୍ମରଣୀୟ। 🙏✨ Sometimes, the journey itself is the destination. ❤️ ଏମିତି ଆହୁରି ନୂଆ ଅନୁଭୂତି ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। NK Next Chapter — Learn • Travel • Grow #MaaSarala #SaralaTemple #OdishaTravel #OdiaVlog #TravelVlog #Navratri #LearnTravelGrow #NKNextChapter