Перейти к содержимому

ସମାସ Class 02 | ଓଡ଼ିଆ ବ୍ୟାକରଣ Odia Grammar | ସମାସର ନିୟମ, ଅର୍ଥଭେଦ ଓ ଉଦାହରଣ | Odia Byakarana

NARAYAN SWAIN OFFICIAL

0:00 / 0:00

ସମାସ Class 02 | ଓଡ଼ିଆ ବ୍ୟାକରଣ Odia Grammar | ସମାସର ନିୟମ, ଅର୍ଥଭେଦ ଓ ଉଦାହରଣ | Odia Byakarana

90 просмотров · 3 дня назад
NARAYAN SWAIN OFFICIAL
708 подписчиков
90 просмотров · 3 дня назад
📌 CLASS 01 —    • ସମାସ (SAMASA) Class 01 | ଓଡ଼ିଆ ବ୍ୟାକରଣ Odi...   COMPLETE ODIA GRAMMAR Playlist - ODIA GRAMMAR ଓଡ଼ିଆ ବ୍ୟାକରଣ - FULL COURSE:    • ODIA GRAMMAR ଓଡ଼ିଆ ବ୍ୟାକରଣ - FULL COURSE   ସମାସ - Class 02 ଏହି କ୍ଲାସ୍‌ରେ ଆମେ ସମାସର କେତେକ ଗୁରୁତ୍ୱପୂର୍ଣ୍ଣ ନିୟମ, ଉଦାହରଣ ଏବଂ ଅର୍ଥଭେଦ ଅନୁସାରେ ସମାସର ପ୍ରକାରକୁ ସରଳ ଭାବରେ ବୁଝିବା। ଏହି ଭିଡିଓରେ ଆଲୋଚନା କରାଯାଇଛି: -ସମାସରେ ପୂର୍ବପଦର ବିଭକ୍ତି ଚିହ୍ନର ଲୋପ -ସମାସ ପ୍ରକ୍ରିୟାରେ ପ୍ରତ୍ୟୟର ଲୋପ ଓ ଆଗମ -ସମସ୍ୟମାନ ପଦର ପରିବର୍ତ୍ତନ -ସମାସର ଅର୍ଥପ୍ରାଧାନ୍ୟ -ତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ ଶବ୍ଦର ମିଶ୍ରଣ ଦ୍ୱାରା ସମାସର ଉଦାହରଣ 🎯 କାହା ପାଇଁ ଏହି କ୍ଲାସ୍? • School and College Students • All Competitive Exam Aspirants • OPSC, OSSC, OSSSC • OTET, CTET • B.Ed. and D.El.Ed. students • Odisha Government Job Aspirants