ଜଳଙ୍ଗ କଣ୍ଟିଆ ତରକାରୀ 😋 | ଦେଶୀ ଓଡ଼ିଆ ଷ୍ଟାଇଲ୍ରେ ମାଛ ଝୋଳ | Odia Fish Curry
Junu's Flavor Factory
0:00 / 0:00
ଜଳଙ୍ଗ କଣ୍ଟିଆ ତରକାରୀ 😋 | ଦେଶୀ ଓଡ଼ିଆ ଷ୍ଟାଇଲ୍ରେ ମାଛ ଝୋଳ | Odia Fish Curry
372 просмотра · 10 дней назад
Junu's Flavor Factory
537 подписчиков
372 просмотра · 10 дней назад
ଜୟ ଜଗନ୍ନାଥ 🙏❤️
ଆଜି ଆମ ଘରେ ତିଆରି ହୋଇଛି ସୁଆଦିଆ ଜଳଙ୍ଗ କଣ୍ଟିଆ ତରକାରୀ। 🐟🍛
ଦେଶୀ ମସଲାରେ ପ୍ରସ୍ତୁତ ଏହି ଘରୋଇ ଓଡ଼ିଆ ମାଛ ତରକାରୀ ଭାତ ସହିତ ଖାଇବାକୁ ବହୁତ ଭଲ ଲାଗେ। 😋❤️
ଆପଣମାନେ ମଧ୍ୟ କଣ୍ଟିଆ ମାଛ ତରକାରୀ ଖାଇବାକୁ ଭଲ ପାଆନ୍ତି କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।
ଆମର ଏମିତି ଦେଶୀ ଓଡ଼ିଆ ରୋଷେଇ ଓ ଘରୋଇ ଖାଦ୍ୟର ଭିଡିଓ ଦେଖିବା ପାଇଁ ଚ୍ୟାନେଲକୁ ସବ୍ସକ୍ରାଇବ୍ କରନ୍ତୁ। ❤️🙏
ଧନ୍ୟବାଦ! ଜୟ ଜଗନ୍ନାଥ। 🙏
#ଜଳଙ୍ଗକଣ୍ଟିଆତରକାରୀ #କଣ୍ଟିଆମାଛ #OdiaFood #OdiaCooking #OdiaRecipe #FishCurry #KantiaFish #DesiFood #TraditionalOdiaFood #OdiaFoodVlog #HomeCooking #IndianFishCurry #OdiaYouTuber #junusflavorfactory