Перейти к содержимому

ସିଲିଙ୍ଗ ଫ୍ୟାନ ଫିଟିଙ୍ଗ କରି ୫୦୦ ଟଙ୍କା ବଞ୍ଚାନ୍ତୁ l Ceiling Fan Fitting & Connection at Home

Guru Gyan Technical

0:00 / 0:00

ସିଲିଙ୍ଗ ଫ୍ୟାନ ଫିଟିଙ୍ଗ କରି ୫୦୦ ଟଙ୍କା ବଞ୍ଚାନ୍ତୁ l Ceiling Fan Fitting & Connection at Home

114 просмотров · 3 дня назад
Guru Gyan Technical
6 подписчиков
114 просмотров · 3 дня назад
ସିଲିଙ୍ଗ ଫ୍ୟାନ ଫିଟିଙ୍ଗ କରି ୫୦୦ ଟଙ୍କା ବଞ୍ଚାନ୍ତୁ l Ceiling Fan Fitting & Connection at Home Your queries ଜୟ ଜଗନ୍ନାଥ ସାଙ୍ଗମାନେ! ଆଜିର ଏହି ଭିଡିଓରେ ମୁଁ ଆପଣଙ୍କୁ ସିଲିଙ୍ଗ ଫ୍ୟାନ ଫିଟିଙ୍ଗ (Ceiling Fan Fitting) ଏବଂ କାପାସିଟର କନେକ୍ସନ (Capacitor Connection) ସହଜରେ କେମିତି କରିବେ, ତାର Step-by-Step ଗାଇଡଲାଇନ ଦେଇଛି। ଏହି ଭିଡିଓଟି ସମ୍ପୂର୍ଣ୍ଣ ଦେଖିଲେ ଆପଣ ଘରେ ନିଜେ ଫ୍ୟାନ ଫିଟ୍ କରିପାରିବେ ଏବଂ ମିସ୍ତ୍ରୀ ଖର୍ଚ୍ଚରୁ ₹୫୦୦ ଟଙ୍କା ପର୍ଯ୍ୟନ୍ତ ବଞ୍ଚେଇ ପାରିବେ। 📌 Video Highlights / ଏହି ଭିଡିଓରେ କ'ଣ ସବୁ ଅଛି: 1. Ceiling Fan Unboxing & Assembly (ସିଲିଙ୍ଗ ଫ୍ୟାନ ଫିଟିଙ୍ଗ) 2. Fan Capacitor & Wire Connection (କାପାସିଟର ଓ ୱାୟାରିଂ କନେକ୍ସନ) 3. Testing Fan Direction (ଫ୍ୟାନ ସିଧା ବୁଲୁଛି ନା ଓଲଟା ଚେକ୍ କରିବା) 4. Hanging Fan on Ceiling Hook (ଛାତରେ ଫ୍ୟାନ ଟାଙ୍ଗିବା ସମୟରେ ସାବଧାନତା) Electrical Safety Note: ଇଲେକ୍ଟ୍ରିକାଲ କାମ କରିବା ପୂର୍ବରୁ ମେନ୍ ସ୍ୱିଚ୍ / MCB ସର୍ବଦା ବନ୍ଦ ରଖନ୍ତୁ। ​Ceiling fan fitting Ceiling fan connection in Odia Ceiling fan wiring How to connect fan capacitor Ceiling fan repair at home Save money fan repairing Guru Gyan Technical Ceiling fan blades assembly 3 wire ceiling fan connection 4 wire ceiling fan connection Havells ceiling fan connection How to install ceiling fan Odia electrical guide Fan connection Step by Step If you find this video helpful, please Like, Share, and Subscribe to Guru Gyan Technical! #CeilingFanFitting #FanConnection #ElectricalRepair #OdiaTech #GuruGyanTechnical #FanWiring