Перейти к содержимому

ଏହି ବାକ୍ୟ ଥରେ ଶୁଣିଲେ ବାର ବାର ଶୁଣିବାକୁ ଇଚ୍ଛା ଲାଗିବ llପାଳକ -ସନ୍ତୋଷ କୁମାର ଗମାଙ୍ଗ ll Ashok Ak ll

Ashok Ak

0:00 / 0:00

ଏହି ବାକ୍ୟ ଥରେ ଶୁଣିଲେ ବାର ବାର ଶୁଣିବାକୁ ଇଚ୍ଛା ଲାଗିବ llପାଳକ -ସନ୍ତୋଷ କୁମାର ଗମାଙ୍ଗ ll Ashok Ak ll

6 402 просмотра · 7 мес. назад
Ashok Ak
7,65 тыс. подписчиков
6 402 просмотра · 7 мес. назад
ଏହି ବାକ୍ୟ ଥରେ ଶୁଣିଲେ ବାର ବାର ଶୁଣିବାକୁଇଚ୍ଛା ଲାଗିବ llପାଳକ -ସନ୍ତୋଷ କୁମାର ଗମାଙ୍ଗ ll Ashok Ak ll Your Quaries ବିଶ୍ୱାସୀଙ୍କୁ ହସେଇ😃 କନ୍ଦେଇ 😭ବାକ୍ୟ ପ୍ରଚାର କଲେ llପାଳକ -ସନ୍ତୋଷ କୁମାର ଗମାଙ୍ଗ ll Ashok Ak ଲଲ ତୁମ୍ଭେ ଆପଣା ଦେହର ଧୂଳି ଝାଡ଼ି ଦିଅ; ହେ ଯିରୂଶାଲମ, ଉଠ, ଆସନରେ ବସ ଆଗୋ ସିୟୋନର ବନ୍ଦୀ କନ୍ୟେ, ଆପଣା ଗଳାର ବନ୍ଧନସବୁ ଫିଟାଇ ପକାଅ। Shake yourself off from the dust; arise and sit, Jerusalem take off the chain from your neck, captive, daughter of Zion अपने ऊपर से धूल झाड़ दे, हे यरूशलेम, उठ; हे सिय्योन की बन्दी बेटी अपने गले के बन्धन को खोल दे। 3 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ବିନାମୂଲ୍ୟରେ ବିକ୍ରୀତ ହୋଇଥିଲ ଆଉ ବିନାମୂଲ୍ୟରେ ମୁକ୍ତ କରାଯିବ। For this is what Yahweh says, “You were sold for nothing and you will be redeemed without money क्योंकि यहोवा यह कहता है, “तुम जो सेंत-मेंत बिक गए थे इसलिए अब बिना रुपया दिए छुड़ाए भी जाओगे। (भज. 44:12, 1 पत. 1:18) 4 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ଲୋକମାନେ ପ୍ରଥମରେ ପ୍ରବାସ କରିବା ପାଇଁ ମିସରକୁ ଗଲେ ପୁଣି, ଅଶୂରୀୟ ଅକାରଣରେ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କଲା। #shortvedio #trendingshorts #viralvideo #jesuschrist #odia #christianmassage #love #jesussaves #jesuscristo #ytshorts #ytshortsindia #ytstudio