ମତେ ଛାଡି ଦିଅ, ମୁଁ ମୋ ଛୁଆ ପାଖକୁ ଯିବି | Odisha Reporter
Odisha Reporter
0:00 / 0:00
ମତେ ଛାଡି ଦିଅ, ମୁଁ ମୋ ଛୁଆ ପାଖକୁ ଯିବି | Odisha Reporter
40 338 просмотров · 2 нед. назад
Odisha Reporter
2,98 млн подписчиков
40 338 просмотров · 2 нед. назад
ମତେ ଛାଡି ଦିଅ, ମୁଁ ମୋ ଛୁଆ ପାଖକୁ ଯିବି... ମୁଁ ଟିକେ ତାକୁ ଦେଖିବି। ମୋ ଛୁଆକୁ ଶେଷ ଥର ପାଇଁ ଦେଖି ତା ମୁଣ୍ଡରେ ଟିକେ ହାତ ବୁଲେଇ ଦେବି... ତାକୁ ମୋ କୋଳରେ ଟିକେ ଜାବୁଡି ଧରି ମନ ଭରି ଗେଲ କରିବି...ଏମିତି କହି ହତଭଗିନି ମା’ ଟା କେମିତି ମୁଣ୍ଡ ପିଟି ପିଟି କାନ୍ଦୁଛି ଦେଖନ୍ତୁ। ଦର୍ଶକବନ୍ଧୁ, ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #HeartbreakingMoment #GrievingMother #MotherLove #EmotionalMoment #TragicNews #HeartWrenching #GanjamNews #Bhanjanagar #OdishaNews #BreakingNews #EmotionalStory #MotherAndChild