Перейти к содержимому

ବାତ୍ୟା ଆଶ୍ରୟସ୍ଥଳୀରେ ଶୁଭିଲା କୁଆଁ କୁଆଁ | Odisha Reporter

Odisha Reporter

0:00 / 0:00

ବାତ୍ୟା ଆଶ୍ରୟସ୍ଥଳୀରେ ଶୁଭିଲା କୁଆଁ କୁଆଁ | Odisha Reporter

1 150 просмотров · 1 день назад
Odisha Reporter
2,98 млн подписчиков
1 150 просмотров · 1 день назад
ବାତ୍ୟା ଆଶ୍ରୟସ୍ଥଳୀରେ ଶୁଭିଲା କୁଆଁ କୁଆଁ | Odisha Reporter ଜୀବନ ମରଣ କେତେବେଳେ ଆସେ ତା କିଏ ଜାଣେନା। ସମୟ ଆସିଲେ ତା ଆପେ ଆପେ ମଣିଷ ଜୀବନରେ ଚାଲି ଆସେ। ସମୟ ଆକଳନ କରିବା କାହା ପାଖରେ ସମ୍ଭବ ନଥାଏ। ଆମେ କହୁଛୁ ସେହି ବନ୍ୟା ପ୍ରଭାବିତ ଅଞ୍ଚଳର କଥା। ବୈତରଣୀ ନଦୀରେ ବନ୍ୟା ପାଣି ଆସି ପୁରା ବୁଡାଇ ଦେଇଛି ଭଦ୍ରକ ଜିଲ୍ଲାର ଅଧିକାଂଶ ଗାଁ। ଜୀବନ ଜିବିକା ନେଇ ସଂଘର୍ଷ କରୁଥିବା ସମୟରେ ଖୁସି ଭରିଦେଇଛି ସେଇ କୁନି ଅତିଥିଙ୍କ ଆଗମନ। #odishareporter #odisha #ajirakhabar #ajiranews #trending #todaynews #khabar #bhubaneswar #flood #specialpackage #specialstory #cyclone Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter