Перейти к содержимому

ବିଚ୍ ରାସ୍ତାରେ ଏକ୍ସ MLA ଙ୍କ ଗୁଣ୍ଡାଗିରି | Odisha Reporter

Odisha Reporter

0:00 / 0:00

ବିଚ୍ ରାସ୍ତାରେ ଏକ୍ସ MLA ଙ୍କ ଗୁଣ୍ଡାଗିରି | Odisha Reporter

2 564 просмотра · 7 ч назад
Odisha Reporter
2,99 млн подписчиков
2 564 просмотра · 7 ч назад
ବିଚ୍ ରାସ୍ତାରେ ଏକ୍ସ MLA ଙ୍କ ଗୁଣ୍ଡାଗିରି ବିଚ୍ ରାସ୍ତାରେ ହାଇଡ୍ରାମା । ଆଖ ପାଖ କିଛି ଦେଖିଲେନି । ହାତରେ ଠେଙ୍ଗା ଆଉ ମାଡ ମାରି ଚାଲିଲେ । କର୍ମୀ ଓ ବିଧାୟକ ମିଶି ଯୁବକଙ୍କୁ ଦରମରା କରିଦେଲେ । ପୂର୍ବତନ ବିଜେଡି ବିଧାୟକ ରଚିଲେ ଭୟଙ୍କର କାଣ୍ଡ । କାନ୍ଧରେ ନୀଳ ଗାମୁଛା ଆଉ କର୍ମୀଙ୍କୁ ଉକସାଉଛନ୍ତି ଏକ୍ସ ଏମଏଲଏ । ଖାଲି ଉକସାଉଛନ୍ତି ତାହା ନୁହେଁ ବଜାର ମଝିରେ ନିଜେ ମଧ୍ୟ ଯୁବକଙ୍କୁ ଗୋଡା ଗୋଡାଇ ମାଡ ମାରୁଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । #odishareporter #exmla #bjd #politics Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter