ପାରାଦୀପ ପୌରପାଳିକାରେ ବିବାଦ, ଧାରଣାରେ ଉପାଧ୍ୟକ୍ଷା || Controversy in Paradip Municipality
Reporters Today
0:00 / 0:00
ପାରାଦୀପ ପୌରପାଳିକାରେ ବିବାଦ, ଧାରଣାରେ ଉପାଧ୍ୟକ୍ଷା || Controversy in Paradip Municipality
273 просмотра · 8 ч назад
Reporters Today
503 тыс. подписчиков
273 просмотра · 8 ч назад
ପାରାଦୀପ ପୌରପାଳିକାରେ ବିବାଦ, ଧାରଣାରେ ଉପାଧ୍ୟକ୍ଷା || Controversy in Paradip Municipality; Vice-Chairperson stages a sit-in protest
#Paradip #ParadipMunicipality #ChhabilataRout #MunicipalityMeeting #Dharna #SanitationTender #SHGWomen #BasantaBiswal #Jagatsinghpur #Odisha #Reporterstoday
ପାରାଦୀପ ପୌରପାଳିକାରେ ବିବାଦ । ବୈଠକ ବର୍ଜନ କରି ଧାରଣାରେ ଉପାଧ୍ୟକ୍ଷା । ପାରାଦୀପ ପୌରପାଳିକାରେ ଦୁର୍ନୀତି ଅଭିଯୋଗ ଆଣି ପୌର ପରିଷଦ ବୈଠକକୁ ବର୍ଜନ କରିଛନ୍ତି ଉପାଧ୍ୟକ୍ଷା ଛବିଲତା ରାଉତ ଓ ଦୁଇ କାଉନସିଲର। ସାନିଟେସନ ଟେଣ୍ଡର ଅବଧି ବୃଦ୍ଧି ଏବଂ BOV ଗାଡ଼ି ପରିଚାଳନାରେ SHG ମହିଳାଙ୍କୁ ବଞ୍ଚିତ କରାଯାଉଥିବା ଅଭିଯୋଗରେ ସେମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ। ଏହାକୁ ନେଇ ପାରାଦୀପ ପୌରପାଳିକାରେ ବିବାଦ ତେଜିଛି।
Reporters Today is one of the most popular Odia web channel. Our audience has a great base that we created by providing the latest news with the true spirit of journalism.
🔺🔺🔺
Reporters Today is a boutique media house conceptualized to promotes journalism which caters to bring difference to the society at large. Reporters Today came into existence after a lot of brain storming by social workers, citizen journalists, freelancers, academicians and the flag-bearers of the society to create a platform wherein the social issues could be discussed and strive together to bring an impact full change for the betterment and development of the society.
🔺🔺🔺
“ ଋିପୋର୍ଟର୍ସ ଟୁଡେ ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
🔺🔺🔺
👇SUBSCRIBE NOW !!! 👇
🔥🔥🔥 https://bit.ly/3PVNxLH 🔥🔥🔥
🔴Visit Our Website: https://odianews.reporterstoday.com/
🔴Read our daily newspaper "Mahabharata”:- https://mahabharataepaper.com/
🔴YouTube: / reporterstoday
🔴Facebook: / reporterstodayofficial
🔴Twitter: / reporterstodays
🔴Instagram: / reporters_today
🔺🔺🔺