PARITRANA | ପରିତ୍ରାଣ | AMIT PANI | JUGAL KISHORE | SUSAJIT | NEW ODIA CHRISTIAN SONG 2026
SUSAJIT'S HYMNS и Amit Pani Official
0:00 / 0:00
PARITRANA | ପରିତ୍ରାଣ | AMIT PANI | JUGAL KISHORE | SUSAJIT | NEW ODIA CHRISTIAN SONG 2026
8 863 просмотра · 2 дня назад
SUSAJIT'S HYMNS и Amit Pani Official
8 863 просмотра · 2 дня назад
✝️ TO GOD BE ALL THE GLORY ✝️
PARITRANA (ପରିତ୍ରାଣ- Salvation ) is a joyful celebration of redemption and salvation through Jesus Christ. This song expresses the transformation that takes place when we receive Jesus into our lives—the joy of being forgiven, redeemed, and given a new life in Him.
• SONG CREDITS
Title: Paritrana (ପରିତ୍ରାଣ) — Salvation / Redemption
Vocal: Legendary Gospel Singer Amit Kumar Pani ( YT- Amit Pani official )
Lyricist: Jugal Kishore Pradhan
Music Composer: Susajit Manohar Limma
Rhythm, Music Arranger & Programmer: Smile Pani
Production Manager: Tchr. Subasita Snehamaya Limma
Producer: Tchr. Prakash Chandra Limma
Recording, Mix & Master: MRR Studio, Cuttack
• VIDEO CREDITS
Cinematography / DOP: Rahul Rout
Video Editing / Poster / Thumbnail Design: The Edit Hub, Cuttack
• SPECIAL THANKS
Swagatikarani Mercy Pani, Mandira Limma, Sugandha Beero, Bihit Kumar Limma, Ashalata Nayak, Jisaya Kahara, Matthew Limma, Anup Kandulna, Redemption Group
• LYRICS
ଆ.... ଆ.... ହାଏ....
( ସାର୍ଗମ୍ )
ଗା ଗା ରେ ସା ... ଗା ଗା ରେ ସା ...
ସା ରେ ସା ନିଧା ...
ପା ମା ଗା ମା ମାଗାରେ... ରେ ପା ମା ଗା
ପରିତ୍ରାଣ... ପରିତ୍ରାଣ... 2 ଥର
ପାଇଛି ମୁଁ ପରିତ୍ରାଣ... ଲଭିଛି ମୁଁ ପରିତ୍ରାଣ
( ଅନୁଗ୍ରହେ ବିଶ୍ୱାସରେ
ଖେଦ ଯୁକ୍ତ ପ୍ରାର୍ଥନା ରେ... 2 ଥର )
ପାଇଛି ମୁଁ ପରିତ୍ରାଣ =0=
( ସାର୍ଗମ୍ )
ଗା ଗା ଗା ଗା ରେଗା ପା ଗା ରେ ସା
ଗା ଗା ଗା ଗା ରେଗା ପା ଗା ରେ ସା
ନି ନି ନି ନିଶା ନି ଧା ପା ମା
ପା ମା ଗା ରେ ସା
ଯାଉଥିଲି... ବେଗେ ଚାଲି
ସଂସାରର... ପ୍ରଶସ୍ତ ସେ ବିନାଶ ପଥେ
ଦୟାବହି ଯୀଶୁ ମୋର
ଧରିନେଲେ ମୋତେ... ଆ...
ହୃଦୟରେ ଭରିଥିଲା
ମୃତ୍ୟୁ ମୁଖି ପାପ ରୂପୀ ଗରଳ ଯେତେ
ପ୍ରେମ ବହି ପ୍ରଭୁ ମୋର
ପୋଛିନେଲେ ହାତେ
( ଯୀଶୁ ପାଶେ ଯେବେ ଖୋଲିଦେଲି ମୋର
ଗତ ଜୀବନର କଳଙ୍କ ଅଧ୍ୟାୟ... 2 ଥର )
( ଦେଲେ ମୋତେ ନୂଆ ଜନ୍ମ... ହାଏ... 2 ଥର )
ପରିତ୍ରାଣ...............................=1=
( ସାର୍ଗମ୍ )
ଗା ଗା ଗା ଗା ରେଗା ପା ଗା ରେ ସା
ଗା ଗା ଗା ଗା ରେଗା ପା ଗା ରେ ସା
ନି ନି ନି ନିଶା ନି ଧା ପା ମା
ପା ମା ଗା ରେ ସା
ସାଂସାରିକ... ଅଭିଳାଷ
ପରୀକ୍ଷା ଓ ପ୍ରଲୋଭନ ଟାଣଇ ନିତି
ପାପ ପ୍ରତି ମୃତ ଯେ ମୁଁ
ନାହିଁ ସେ ଆସକ୍ତି... ଆ...
ହୃଦେ ମୋର ବିରାଜିତ
ଯୀଶୁଙ୍କର ଚିରନ୍ତନ ଆନନ୍ଦ ଶାନ୍ତି
ଅନୁଭବେ ପାଇଛି ମୁଁ
ସାନ୍ତ୍ୱନା ଓ ତୃପ୍ତି
( ବଞ୍ଚି ଥିବାଯାଏ କରୁ ଥିବି ନିତି
ପ୍ରାର୍ଥନା ବିନତି ଧନ୍ୟବାଦ ସ୍ତୁତି... 2 ଥର )
( ଗାଉଥିବି ଗୁଣଗାନ... ହାଏ ... 2 ଥର )
ପରିତ୍ରାଣ...........................=2=
( ଯୀଶୁନାମେ ମିଳଇ ତ୍ରାଣ
ଯୀଶୁନାମେ ମିଳେ ଜୀବନ
ଯୀଶୁ ହିଁ ମୋ ଅମୁଲ୍ୟ ଧନ
ଯୀଶୁ ବିନା ଅଟେ ମୁଁ ଶୂନ୍ୟ... 2 ଥର )
ଯୀଶୁ ମୋର... ପରିତ୍ରାଣ
ଯୀଶୁ ମୋହୋର ପରିତ୍ରାଣ
• OUR PRAYER
Subscribe 🔔 to SUSAJIT’S HYMNS for more Christian songs and support us on this journey.
👍 Like | 💬 Comment | 🔁 Share.
May this music uplift your heart and glorify Jesus Christ.
━━━━━━━━━━━━━━━━━━━━
• © 2026 Susajit Manohar Limma. All rights reserved.
Copyright owner: Susajit Manohar Limma ( SUSAJIT'S HYMNS )
This music and recording are protected by copyright. Please do not re-upload, reproduce, distribute, or use this music in any form without prior written permission from the copyright owner.
#AmitPani#Susajit#Paritrana#ପରିତ୍ରାଣ #OdiaChristianSong #OdiaChristianMusic#ChristianMusic #GospelMusic#OdiaGospel #JesusChrist#Redemption#Salvation #WorshipMusic#SUSAJITSHYMNS