Перейти к содержимому

AshokDasGapaSapa: କ'ଣ ହୋଇପାରେ ଆଦିବାସୀଙ୍କ ବିକାଶର ନୂଆ ରାସ୍ତା? | Development Model WITH Tribals |

Sankalp Tv

0:00 / 0:00

AshokDasGapaSapa: କ'ଣ ହୋଇପାରେ ଆଦିବାସୀଙ୍କ ବିକାଶର ନୂଆ ରାସ୍ତା? | Development Model WITH Tribals |

4 248 просмотров · 1 дн. назад
Sankalp Tv
218 тыс. подписчиков
4 248 просмотров · 1 дн. назад
Odisha has a large tribal population and numerous programmes have been implemented for their development over the years. Yet, many tribal communities continue to face challenges in education, healthcare, livelihood, connectivity and access to opportunities. Why has development not made the desired difference? Is the problem with policies, implementation, participation or the development model itself? In this episode of Ashok Das GapaSapa, former IAS officer Sanjeev Chandra Hota shares his perspectives on the challenges of tribal development in Odisha and what can be done differently. The conversation explores sustainable livelihoods, education, healthcare, forest and land rights, community participation, tribal culture and identity, traditional knowledge, entrepreneurship and the need to bring tribal communities into the mainstream without making them lose their rich heritage and identity. The central question is simple: Can Odisha create a model of development that is not merely for tribals, but WITH tribal communities? Watch, listen and share your views. ବର୍ଣ୍ଣନା : ଓଡ଼ିଶାର ଆଦିବାସୀଙ୍କ ବିକାଶ ପାଇଁ ବର୍ଷ ବର୍ଷ ଧରି ଅନେକ ଯୋଜନା ଓ କାର୍ଯ୍ୟକ୍ରମ ହୋଇଆସୁଛି। ତଥାପି ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ସୁଯୋଗ ଓ ମୌଳିକ ସୁବିଧା କ୍ଷେତ୍ରରେ ଅନେକ ଆଦିବାସୀ ସମୁଦାୟ ଏବେ ବି ପଛରେ। ତାହେଲେ ପ୍ରଶ୍ନ—କାହିଁକି ବଦଳୁନି ସେମାନଙ୍କ ଜୀବନ? ସମସ୍ୟା କ'ଣ ଯୋଜନାରେ, ନା ତାହାର କାର୍ଯ୍ୟକାରିତାରେ? ଆଦିବାସୀଙ୍କୁ ବିକାଶର ହିତାଧିକାରୀ ବଦଳରେ ସହଭାଗୀ କରିପାରିବା କି? ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଅଶୋକ ଦାସ ଗପସପରେ ପୂର୍ବତନ IAS ଅଧିକାରୀ ସଞ୍ଜୀବ ଚନ୍ଦ୍ର ହୋତାଙ୍କ ସହ ଏକ ଅନ୍ତରଙ୍ଗ ଆଲୋଚନା। ଆଦିବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଜଙ୍ଗଲ ଓ ଜମିର ଅଧିକାର, ସ୍ଥାନୀୟ ଅର୍ଥନୀତି, ଯୁବଶକ୍ତି, ପାରମ୍ପରିକ ଜ୍ଞାନ ଓ ସଂସ୍କୃତିର ସୁରକ୍ଷା ସହିତ ଆଗାମୀ ଦିନରେ ଏକ ସ୍ଥାୟୀ ଓ ସମ୍ମାନଜନକ ଆଦିବାସୀ ବିକାଶ ମଡେଲ କ'ଣ ହୋଇପାରେ। ଆଦିବାସୀଙ୍କ ପାଇଁ ନୁହେଁ… ଆଦିବାସୀଙ୍କ ସହିତ ମିଶି ବିକାଶ। ଆପଣଙ୍କ ମତାମତ କମେଣ୍ଟ ବକ୍ସରେ ଜଣାନ୍ତୁ। Adivasi development Odisha, Tribal development Odisha, tribal welfare Odisha, Odisha tribal communities, Odisha tribes, Adivasi Odisha, sustainable tribal development, tribal rights Odisha, tribal education Odisha, tribal livelihood Odisha, tribal culture Odisha, tribal development schemes, tribal empowerment, tribal youth Odisha, forest rights Odisha, tribal economy Odisha, indigenous communities Odisha, Sanjeev Chandra Hota, Sanjeev Hota IAS, Ashok Das GapaSapa, ଆଦିବାସୀ ବିକାଶ, ଓଡ଼ିଶା ଆଦିବାସୀ, ଆଦିବାସୀଙ୍କ ଜୀବନ, ଆଦିବାସୀ ସମସ୍ୟା, ଆଦିବାସୀ କଲ୍ୟାଣ, ଆଦିବାସୀ ସଂସ୍କୃତି, ଓଡ଼ିଶା ବିକାଶ #AshokDasGapaSapa #TribalDevelopment #OdishaTribes #Adivasi #Odisha #TribalOdisha #SustainableDevelopment #TribalWelfare #OdishaDevelopment #IndigenousCommunities #OdishaCulture #SanjeevChandraHota