ବୋଟ୍ରୁ ବୁଲେଟ୍ ! ବନ୍ୟାଞ୍ଚଳ ବୁଲିଲେ CM | CM Mohan Majhi Visits Flood-Hit Jajpur | Ground Situation
News18 Odia
0:00 / 0:00
ବୋଟ୍ରୁ ବୁଲେଟ୍ ! ବନ୍ୟାଞ୍ଚଳ ବୁଲିଲେ CM | CM Mohan Majhi Visits Flood-Hit Jajpur | Ground Situation
1 137 просмотров · 1 месяц назад
News18 Odia
6,25 млн подписчиков
1 137 просмотров · 1 месяц назад
ବୋଟ୍ରୁ ବୁଲେଟ୍ ! ବନ୍ୟାଞ୍ଚଳ ବୁଲିଲେ CM | CM Mohan Majhi Visits Flood-Hit Jajpur | Ground Situation
CM Mohan Majhi Visits Flood-Hit Jajpur | Travels by Boat to Assess Ground Situation | Meets Flood Victims
ବନ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାଜପୁର ଜିଲ୍ଲାର ଦଶରଥପୁରର ପତିରି ଘାଟରୁ ସ୍ବତନ୍ତ୍ର ବୋଟ୍ ଯୋଗେ କସପା ଓ ତରପଦା ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟା ବିପନ୍ନଙ୍କୁ ଭେଟିବା ସହ କଥା ହୋଇଛନ୍ତି । ସେମାନଙ୍କ ଦୁଃଖ ଶୁଣିବା ସହ କେମିତି ରହୁଛନ୍ତି, ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସହାୟତା ମିଳୁଛି କି ନାହିଁ ତାହା ପଚାରି ବୁଝିଛନ୍ତି । ବନ୍ୟା ସ୍ଥିତିର ମୁକାବିଲା ନେଇ କଣ ସବୁ ପଦକ୍ଷେପ ନିଆୟାଇଛି ସେନେଇ ପ୍ରାଶାସନିକ ଅଧିକାରୀଙ୍କ ଠାରୁ ସବୁ ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ବିପନ୍ନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି
Chief Minister Mohan Charan Majhi visited the flood-affected areas of Dasarathpur in Jajpur district to assess the ground situation. Travelling by a special boat from Patiri Ghat, the Chief Minister inspected several flood-hit areas of Kasapa and Tarapada gram panchayats. He met flood victims, listened to their concerns and enquired about their living conditions and the assistance being provided by the administration. CM Majhi also reviewed the measures taken by officials to manage the flood situation and directed the administration to ensure all possible support reaches the affected people.
#MohanMajhi #MohanCharanMajhi #OdishaCM #JajpurFlood #Dasarathpur #Jajpur #OdishaFlood #FloodSituation #FloodVictims #FloodUpdate #OdishaFloodNews #PatiriGhat #Kasapa #Tarapada #OdishaNews #OdishaLatestNews #OdiaNews #News18Odia #News18Odisha
News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place.
From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24x7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs.
Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond.
--
ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ।
ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ।
ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ।
Follow Every Breaking Story LIVE
🔴 Watch News18 LIVE 24x7: https://youtube.com/live/P03Ozb37nxI
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_KU