Перейти к содержимому

Ditiya Osha Puja Vidhi & Katha | ପୁଅ ଜିଉଁତିଆ ଓଷା କେବେ, କାହିଁକି ଓ କିପରି ପାଳନ କରାଯାଏ?

Odia Puja Posha Channel и ещё 2

0:00 / 0:00

Ditiya Osha Puja Vidhi & Katha | ପୁଅ ଜିଉଁତିଆ ଓଷା କେବେ, କାହିଁକି ଓ କିପରି ପାଳନ କରାଯାଏ?

10 826 просмотров · 4 дня назад
Odia Puja Posha Channel и ещё 2
10 826 просмотров · 4 дня назад
ଜୟ ଜଗନ୍ନାଥ! 🙏 ଆଜିର ଏହି ଭିଡିଓରେ ଆମେ ଓଡ଼ିଶାର ଏକ ପବିତ୍ର ପର୍ବ ଦ୍ୱିତୀୟା ଓଷା (ପୁଆ ଜିଉଁତିଆ) ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଆଲୋଚନା କରିଛୁ। ମା'ମାନେ ନିଜ ସନ୍ତାନର ଦୀର୍ଘାୟୁ ଏବଂ ନିରୋଗ ଜୀବନ ପାଇଁ ପ୍ରଭୁ ଦୂତୀବାହନଙ୍କୁ କିପରି ପୂଜା କରନ୍ତି, ତାହାର ସମ୍ପୂର୍ଣ୍ଣ ବିଧି ଏହି ଭିଡିଓରେ ଦର୍ଶାଯାଇଛି। 📌 ଏହି ଭିଡିଓରେ ଆପଣ ଜାଣିବାକୁ ପାଇବେ: ଦ୍ୱିତୀୟା ଓଷା କାହିଁକି ପାଳନ କରାଯାଏ? ପ୍ରଭୁ ଦୂତୀବାହନଙ୍କ ଜନ୍ମ ଓ ପୌରାଣିକ କାହାଣୀ (ଚିଲ ଓ ବିଲୁଆ କଥା) ୨୧ ପ୍ରକାର ପରିବା/ଶାକ ଏବଂ ୨୧ ଗଣ୍ଠି ଜିଉଁତିଆ ସୂତାର ମହତ୍ତ୍ୱ ସମ୍ପୂର୍ଣ୍ଣ ପୂଜା ବିଧି, ନିୟମ ଓ ପାରଣ ପ୍ରକ୍ରିୟା ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ ଏବଂ ନିଜ ପରିବାର ଓ ସାଙ୍ଗମାନଙ୍କ ସହ Share କରନ୍ତୁ। ଭିଡିଓଟି ଭଲ ଲାଗିଥିଲେ Channel କୁ Like, Share & Subscribe କରିବାକୁ ଭୁଲିବେନି! dutia osha ditiya osa kebe asiba puajiuntia puja samagri puajiuntia puja vidhi puajiuntia puja vidhi puajiuntia puja samagri puajiuntia ditiya osa kebe asiba ananta brata katha odia dipa jaliba mantra odia pitru tarpan vidhi odia ananta brata deepa mantra ditiya osa puja vidhi dutia osha dutibahana osha katha #DitiyaOsha #PuaJiuntia #OdiaFestival #DutibahanaOsha #OdiaPujaVidhi #JiuntiaFestival #OdiaSanskriti #OdishaCulture #OshaKatha Ditiya Osha, Pua Jiuntia, Ditiya Osha Puja Vidhi, Ditiya Osha Odia, Dutibahana Osha Katha, Pua Jiuntia Festival Odisha, Ditiya Osha Katha, Ditiya Osha 21 Pariba, Jiuntia Suta Puja, Odia Osha Brata, Odisha Festival Culture, Puja Vidhi in Odia, Ditiya Osha Story in Odia, Pua Jiuntia Western Odisha, Dutibahana Katha Odia