ବାଣୀବିହାର ଓଭରବ୍ରିଜ୍ରେ ବିରାଟ ଅଜଗର | Huge Python Found on Vani Vihar Flyover In Bhubaneswar
Argus News
0:00 / 0:00
ବାଣୀବିହାର ଓଭରବ୍ରିଜ୍ରେ ବିରାଟ ଅଜଗର | Huge Python Found on Vani Vihar Flyover In Bhubaneswar
6 148 просмотров · 1 день назад
Argus News
1,95 млн подписчиков
6 148 просмотров · 1 день назад
ବାଣୀବିହାର ଓଭରବ୍ରିଜ୍ରେ ବିରାଟ ଅଜଗର | Huge Python Found on Vani Vihar Flyover In Bhubaneswar | Argus Reels
ଭୁବନେଶ୍ୱରର ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ୍ ରାସ୍ତା ଉପରେ ହଠାତ୍ ଏକ ବିରାଟ ଅଜଗର ସାପ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ପରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ରାଜଧାନୀର ଏପରି ଏକ ଜନଗହଳିପୂର୍ଣ୍ଣ ସ୍ଥାନକୁ ଅଜଗର କୁଆଡ଼ୁ ଆସିଲା ନା ଏହା ପଛରେ କୌଣସି ଚୋରା ଚାଲାଣ ଲିଙ୍କ୍ ରହିଛି, ସେନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
#OdishaNews #OdiaNews #BreakingNews #ArgusNews #Bhubaneswar #VaniVihar #PythonRescue #SnakeHelpline #OdishaWildlife #Rasulgarh #BhubaneswarNews #CapitalCity #SnakeRescue #ViralNews #ArgusNewsLive
-----
'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ ।
Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility.
****
Visit Our Official Website: https://www.argusnews.in/ (Odia)
Visit Our Official Website: https://argusenglish.in/ (English)
iOS App: http://bit.ly/ArgusNewsiOSApp
Android App: http://bit.ly/ArgusNewsAndroidApp
Live TV: https://argusnews.in/live-tv/
Facebook: / argusnews.in
Youtube : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
***
#ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate