387. Lobhara prakruta byabahara || ଲୋଭର ପ୍ରକୃତ ବ୍ୟବହାର || ଶ୍ରୀମଦ୍ ଭାଗବତମ୍ ୭.୧୫.୧୯-୨୦
ISKCON Bhubaneswar [Official]
0:00 / 0:00
387. Lobhara prakruta byabahara || ଲୋଭର ପ୍ରକୃତ ବ୍ୟବହାର || ଶ୍ରୀମଦ୍ ଭାଗବତମ୍ ୭.୧୫.୧୯-୨୦
666 просмотров · 1 год назад
ISKCON Bhubaneswar [Official]
29,8 тыс. подписчиков
666 просмотров · 1 год назад
ଶ୍ରୀ ଶ୍ରୀମଦ୍ ଗୌର ଗୋବିନ୍ଦ ସ୍ୱାମୀ ମହାରାଜ
ସାରାଂଶ :-
ଯଦି ଗୋଟିଏ ଲୋଭି ବ୍ୟକ୍ତିକୁ ବିଶ୍ୱର ସମସ୍ତ ଭୋଗ୍ୟ ବସ୍ତୁ ଦିଆଯାଏ, ତଥାପି ତା'ର ଲୋଭ ଶାନ୍ତ ହେବ ନାହିଁ ॥
କାମ, କ୍ରୋଧ, ଲୋଭ, ମୋହ ଇତ୍ୟାଦି ଜୀବର ଶତ୍ରୁ କାରଣ ଏମାନେ ସମସ୍ତେ ଭୋତିକ ପ୍ରକୃତି ବଦ୍ଧ ଅବସ୍ଥାରୁ ଜାତ, ଏହି ଗୁଣର ଉପସ୍ଥିତିରେ ଜଣେ ହରି ଭଜନ କରିପାରିବ ନାହିଁ, ଏହା ଜୀବକୁ ନର୍କଗାମୀ କରାଏ ॥
ଲୋଭକୁ କୃଷ୍ଣଙ୍କ ସେବାରେ ବ୍ୟବହାର କରିବା ଦରକାର ଉଦାହରଣ ସ୍ୱରୂପ, ଅଧିକ ସେବା କରିବା, ଅଧିକ ସାଧୁ ସଙ୍ଗ କରିବା ଏବଂ ଅଧିକ କୃଷ୍ଣଚେତନା ବୃଦ୍ଧି କରିବା - ଏହା ଲୋଭର ପ୍ରକୃତ ବ୍ୟବହାର ॥
ଯଦି ଆମେ ଆମର ଇନ୍ଦ୍ରିୟଗୁଡିକ ପାଇଁ ଅଧିକ ଉପଭୋଗ୍ୟ ବସ୍ତୁ ଦେଇଥାଉ ତେବେ ଏହା କେବେ ଶାନ୍ତ ହେବ ନାହିଁ ॥
ଜୀବର ଲୋଭ ଭଗବାନଙ୍କ ଠାରୁ ଆସିଛି, ଶ୍ରୀମତୀ ରାଧାରାଣୀଙ୍କ ପ୍ରେମର ମହିମା ଶ୍ରୀକୃଷ୍ଣଙ୍କୁ ଲୋଭି କରିଥିଲା ॥
ଭଗବାନ କୃଷ୍ଣଙ୍କ ଭକ୍ତି କରିବା ଜୀବନର ଚରମ ସଫଳତା, କେବଳ ଭକ୍ତି ଦ୍ୱାରା ଭଗବାନଙ୍କୁ ଜାଣି ହୁଏ ॥
ସାଧୁଙ୍କ ମୁଖରୁ ହରିକଥା ଶ୍ରବଣ କଲେ ହୃଦୟରୁ ମଇଳା ଦୁର ହୁଏ ଏବଂ ଧୀରେ ଧୀରେ ଶ୍ରଦ୍ଧା ଜାତ ହୁଏ ॥
ଭକ୍ତି ବୃଦ୍ଧି ହେଲେ ଦେହାତ୍ମ ଅଭିମାନ, ମିଥ୍ୟା ଅଭିମାନ ସ୍ୱତଃ ନଷ୍ଟ ହୁଏ ॥
For more Odia lectures - • Odia Lectures_Sri Srimad Gour Govinda Swam...
For English lectures - • Sri Srimad Gour Govinda Swami Maharaj - En...
For Short Clips - • Short Clips - Sri Srimad Gour Govinda Swami
#odia #iskcon #iskconbhubaneswar #ssggsm #gourgovindaswami #odialectures #iskconlecture #iskconodialecture #iskconlecture #iskcontemple #bhakti #bhaktisong #bhaktibhajan #odiaprabachana #odialectures #odisha #pravachan #bhaktipravachan