ବାଙ୍ଗାଲୋରର ସବୁଠୁ ଶସ୍ତା ଫୁଲ ବଜାର! 😍🌺 ଏତେ ପ୍ରକାର ଫୁଲ ଦେଖି ଆଶ୍ଚର୍ଯ୍ୟ ହୋଇଗଲୁ!
Vinya Ame Odiani
0:00 / 0:00
ବାଙ୍ଗାଲୋରର ସବୁଠୁ ଶସ୍ତା ଫୁଲ ବଜାର! 😍🌺 ଏତେ ପ୍ରକାର ଫୁଲ ଦେଖି ଆଶ୍ଚର୍ଯ୍ୟ ହୋଇଗଲୁ!
309 просмотров · 1 дн. назад
Vinya Ame Odiani
4,64 тыс. подписчиков
309 просмотров · 1 дн. назад
🌸🙏 ନମସ୍କାର ବନ୍ଧୁମାନେ 🙏🌸
ଆଜି ଆମେ ବୁଲିବାକୁ ଯାଇଥିଲୁ ବାଙ୍ଗାଲୋରର ଏକ ସୁନ୍ଦର ଫୁଲ ବଜାରକୁ। 😍
ଏଠାରେ ଦେଖିବାକୁ ମିଳିଲା ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ଫୁଲ। 🌹🌼💐 ଗେଣ୍ଡୁ ଫୁଲ, ଗୋଲାପ, ମଲ୍ଲୀ, ବିଭିନ୍ନ ରଙ୍ଗର ଫୁଲ ଓ ଫୁଲମାଳରେ ପୂରା ବଜାର ଭରି ରହିଥିଲା।
ବାଙ୍ଗାଲୋରରେ କେଉଁଠି ମିଳେ ଏତେ ପ୍ରକାର ଫୁଲ ଏବଂ କେମିତି ରହିଛି ଏହାର ଦାମ୍? ଆସନ୍ତୁ ଆଜିର ଭିଡିଓରେ ଆମ ସହିତ ଏହି ସୁନ୍ଦର ଫୁଲ ବଜାର ବୁଲିବା। ❤️
ଭିଡିଓଟି ଭଲ ଲାଗିଲେ Like, Share ଓ Comment କରନ୍ତୁ। ଆମ ଚ୍ୟାନେଲକୁ Subscribe କରିବାକୁ ଭୁଲିବେନି।
❤️ ଆପଣଙ୍କ ଭଲପାଇବା ଆମ ପାଇଁ ବହୁତ ମୂଲ୍ୟବାନ।
*Channel: Vinya Ame Odiani*
#BangaloreFlowerMarket #BangaloreMarket #CheapestFlowerMarket #FlowerMarket #BangaloreVlog #OdiaVlog #OdiaCoupleVlog #OdiaYouTuber #FlowerShopping #BangaloreLife #VinyaAmeOdiani
Regards
Vinya Ame Odiani