ଦଇବ ତୁ କଣ କଲୁ ଆମ ଉପରେ ଦାଉ ସାଧିଲୁ | Odisha Reporter
Odisha Reporter
0:00 / 0:00
ଦଇବ ତୁ କଣ କଲୁ ଆମ ଉପରେ ଦାଉ ସାଧିଲୁ | Odisha Reporter
2 057 просмотров · 2 ч назад
Odisha Reporter
2,99 млн подписчиков
2 057 просмотров · 2 ч назад
ଦଇବ ତୁ କଣ କଲୁ ଆମ ଉପରେ ଦାଉ ସାଧିଲୁ | Odisha Reporter
ଦଇବ ତୁ କଣ କଲୁ? କାହିଁକି ଓଡ଼ିଶା ଉପରେ ଏତେ ଦାଉ ସାଧିଲୁ? ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ... ବର୍ଷା ଓ ବନ୍ୟାରେ ଛାରଖାର ହୋଇଗଲା ଅଧାରୁ ଅଧିକ ଓଡ଼ିଶା। ବନ୍ୟା ପରେ ବନ୍ୟା ଆସି ଧୋଇନେଲା ଘରଦ୍ୱାର, ରାସ୍ତାଘାଟ ଓ ଚାଷ ଜମି। ମାସ ମାସ ଧରି ପାଣି ଘେରରେ ରହି ଦୁର୍ଦ୍ଦଶା ଭୋଗିଲେ ଲୋକେ।
ଚାଷ ଉଜୁଡ଼ିଗଲା, ଚାଷୀର ଆଖିରୁ ଝରିଲା ଲୁହ। ବର୍ଷକର ପରିଶ୍ରମ ଆଖି ଆଗରେ ନଷ୍ଟ ହୋଇଗଲା। ଏତିକିରେ ସରିଲାନି ଦୁଃଖ, ପୁଣି ଅକ୍ଟୋବରରେ ବର୍ଷା ଓ ବନ୍ୟା ଆଣିଲା ନୂଆ ବିପତ୍ତି। ପ୍ରକୃତିର ଏହି ଦାଉରେ ଭାଙ୍ଗିପଡ଼ିଛି ଅନେକ ପରିବାର। ଦେଖନ୍ତୁ ଓଡ଼ିଶାର ବନ୍ୟା ବିପର୍ଯ୍ୟୟର ଦୁଃଖଦ ଚିତ୍ର।
#OdishaFlood #OdishaRain #FloodDisaster #OctoberFlood #OdishaFarmers #CropDamage #FloodAffectedPeople #NaturalDisaster #OdishaNews #OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter