Maa Dhankhinkali bhajana @Ytdipti46
YT Dipti
0:00 / 0:00
Maa Dhankhinkali bhajana @Ytdipti46
219 просмотров · 2 недели назад
YT Dipti
34 подписчика
219 просмотров · 2 недели назад
ମା' ଦକ୍ଷିଣକାଳୀ – ପୁରୀର ମା' | ଭକ୍ତିଗୀତ
🙏 ଜୟ ମା' ଦକ୍ଷିଣକାଳୀ 🙏
ପୁରୀ ଧାମର ପବିତ୍ର ଭୂମିରେ ବିରାଜିତ ମା' ଦକ୍ଷିଣକାଳୀଙ୍କ ମହିମାକୁ ନେଇ ଏହି ଭକ୍ତିମୟ ଗୀତଟି ମା'ଙ୍କ ଚରଣରେ ସମର୍ପିତ। ❤️🙏
ମା'ଙ୍କ କୃପା ସମସ୍ତଙ୍କ ଜୀବନରୁ ଦୁଃଖ, କଷ୍ଟ ଓ ସଙ୍କଟ ଦୂର କରୁ ଏବଂ ସମସ୍ତଙ୍କ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦିଅନ୍ତୁ।
🎙️ କଣ୍ଠ ଓ ଗୀତିକା: ଦୀପ୍ତିପ୍ରଜ୍ଞା ପରିମିତା ପଲ୍ଲେଇ
🌺 ମା' ଦକ୍ଷିଣକାଳୀଙ୍କ ଭକ୍ତମାନଙ୍କ ସହିତ ଏହି ଭକ୍ତିଗୀତଟି Share କରନ୍ତୁ।
👍 Like କରନ୍ତୁ
🔔 Channelକୁ Subscribe କରନ୍ତୁ
💬 Commentରେ ଲେଖନ୍ତୁ — ଜୟ ମା' ଦକ୍ଷିଣକାଳୀ 🙏
ଜୟ ମା' ଦକ୍ଷିଣକାଳୀ 🙏
ଜୟ ମା' ଜଗତଜନନୀ 🌺
#ମାଦକ୍ଷିଣକାଳୀ #ଦକ୍ଷିଣକାଳୀ #ପୁରୀ #ଓଡ଼ିଆଭକ୍ତିଗୀତ #OdiaBhajan #OdiaDevotionalSong #MaaDakshinaKali #Puri #JagannathDham #OdiaSong #BhaktiGeet #ଜୟମାଦକ୍ଷିଣକାଳୀ