ତୋ ପ୍ରେମର ଉଦାହରଣ | To Premara Udaharana | Odia Song | Akash | Shriya | Archana | Kuldeep | Smruti R
Global Entertainment
0:00 / 0:00
ତୋ ପ୍ରେମର ଉଦାହରଣ | To Premara Udaharana | Odia Song | Akash | Shriya | Archana | Kuldeep | Smruti R
683 971 просмотр · 4 года назад
Global Entertainment
42,3 тыс. подписчиков
683 971 просмотр · 4 года назад
Watch the Full Video of To Premara Udaharana an Odia Album. To Premara Udaharana Stars Akash and Shriya amongst others. This Album is under the banner of Global Entertainment. Produced by Simran Prusty, Directed by Smruti R and Music Directed by Suresh Sahoo. Global Entertainment is the official Music Label of To Premara Udaharana.
SONG CREDITS :-
MUSIC: Suresh Sahoo
Lyrics: Aarya Anujeet
Singer: Kuldeep & Archana
Dop & Editor: Rasmi Ranjan
Producer: Simran Prusty & Sai prabha
Design: Karan Sahoo
Art: Chandan Das
Mixing & Dubbing: Smruti Studio
Video Credits :
Starring : Akash,Shriya and Ankit
Director : Smruti R
DOP : Sarada Sahoo
Asst.Dop : Ananda
Edit : Chikun
DI : Digital Dreams
Makeup : Sibani
Production Manager : Nitesh Kumar Prusty
Colorist : Mahesh
Camera : Digital Dreams
Promotion Design : Ansuman Nanda
Producer : Simran Prusty & Sai Prabha
LYRICS:-
ତୋ ପ୍ରେମର ଉଦାହରଣ
●=◆=●=★=●=◆=●
M- କେହି ଯଦି ପଚାରେ ମତେ ମୋ ଖୁସିର କାରଣ…
କହିଦିଏ ତାକୁ ମୁଁ ହାଏ ତୋ ପ୍ରେମର ଉଦାହରଣ
F- କେହି ଯଦି ପଚାରେ ମତେ ମୋ ହସର କାରଣ…
କହିଦିଏ ତାକୁ ମୁଁ ହାଏ ତୋ ପ୍ରେମର ଉଦାହରଣ
M- ଆସିଲୁ ତୁ ଯେବେ ଏଇ ଜୀବନରେ
ରଙ୍ଗ ଝରିଗଲା ମୋର ସପନରେ
F- ସବୁ ଦିନ ଲାଗେ ଫଗୁଣ…
M- ତୁ ଦୂରେଇ ଦବୁନି, ଦେଲି ତତେ ମୋ ରାଣ
F- ତୁ ଦୂରେଇ ଦବୁନି, ଦେଲି ତତେ ମୋ ରାଣ ||●||
M- ଏତେ ପ୍ରେମ ଦେଲୁ ମତେ ରଖି ଥିଲୁ କୋଉଠି
ଲାଗେ ସତେ ସବୁ କିଛି ପାଇଗଲି ଏଇଠି
F- ଅବୁଝା ଏ ମନ ମୋର ହଜିଥିଲା ଯୋଉଠି
ପାଇଗଲି ତତେରେ ମୁଁ ଖୋଜୁ ଖୋଜୁ ସେଇଠି
M- ତୋ ବିନା ସାଥିରେ ମୁଁ ଥିଲି ଅଧୁରା
ତୁ ଦେଲୁ ମତେରେ ତୋ ପ୍ରେମ ସାହାରା
F- ଖୁସି ମୋର ହେଲା ଛଗୁଣ…
M- ତୁ ଦୂରେଇ ଦବୁନି, ଦେଲି ତତେ ମୋ ରାଣ
F- ତୁ ଦୂରେଇ ଦବୁନି, ଦେଲି ତତେ ମୋ ରାଣ ||●||
F- ତୋବିନା ଏ ଜୀବନରେ ଆଉ କିଛି ଚାହେଁନା
ଦୂରେଇ ତୁ ଗଲେ ଟିକେ ରହି ଜମା ହୁଏନା
M- ନ ଦେଖିଲେ ତତେ ଦିନେ କିଛି ଭଲ ଲାଗେନା
ତତେ ଖାଲି ଦେଖିବାକୁ କରେ କେତେ ବାହାନା
F- ତୁ ଥିଲୁ ହାଏରେ ଅଚିହ୍ନା ଅଜଣା
ହେଇ ତୁ ଗଲୁରେ ମୋ ଅତି ଆପଣା
M- ମିଠା ମିଠା ଲାଗେ ଶ୍ରାବଣ…
F- ତୁ ଦୂରେଇ ଦବୁନି, ଦେଲି ତତେ ମୋ ରାଣ
M- ତୁ ଦୂରେଇ ଦବୁନି, ଦେଲି ତତେ ମୋ ରାଣ ||●|
To Premara Udaharana
♪Stream the Full Song Here♪
➤JioSaavn: https://bit.ly/3nKqJBL
➤Spotify: https://spoti.fi/3bq4fjI
➤Apple Music: https://apple.co/2XY2TcF
➤Amazon Prime Music: https://amzn.to/3vY01cf
➤Wynk: https://bit.ly/3mqEWUQ
➤Resso: https://bit.ly/3w1lyRp
➤iTunes: https://apple.co/2XY2TcF
➤BoomPlay Music: https://bit.ly/2ZEsKag
➤Instagram Reels Audio: https://bit.ly/3Bteka6
Available on Instagram Reels & Facebook Story.
🔔 Get alerts when we release any new video. TURN ON THE BELL ICON on the channel! 🔔
SUBSCRIBE to Global Entertainment for Odia Songs and videos :
/ @globalentertainment
Connect with us on:
Facebook : / globalentert. .
Gmail id : globalentertainment05@gmail.com
Instagram : global_entertainment
© Global Entertainment 2022
#globalentertainment #topremaraudaharana #ତୋପ୍ରେମରଉଦାହରଣ
(𝐀𝐍𝐓𝐈-𝐏𝐈𝐑𝐀𝐂𝐘 𝐖𝐀𝐑𝐍𝐈𝐍𝐆 )
This content is Copyright to "Global Entertainment". Any unauthorized reproduction, redistribution or re-upload is strictly prohibited of this material. Copyright strike 'll be given without any warning as well as Legal action will be taken against those who violate this copyrights material presented.
Odia | Odia Songs | Odia Music | Odia Album | Ollywood | Odisha | Odia Gita | Odia Song | Odia Music Video | Global Entertainment | Global Entertainment Production | Odia Romantic Song | Odia Video | New Odia Song