ଜ୍ଞାନେଶ କୁମାର ପାଇଁ BJP ଓକିଲାତି କରୁଛି କାହିଁକି ? why BJP trying hard to save CEC Gyanesh kumar ?
Pratidin TV
0:00 / 0:00
ଜ୍ଞାନେଶ କୁମାର ପାଇଁ BJP ଓକିଲାତି କରୁଛି କାହିଁକି ? why BJP trying hard to save CEC Gyanesh kumar ?
10 448 просмотров · 8 часов назад
Pratidin TV
1,76 млн подписчиков
10 448 просмотров · 8 часов назад
ଜ୍ଞାନେଶ କୁମାର ପାଇଁ BJP ଓକିଲାତି କରୁଛି କାହିଁକି ? ଭୋଟ ଚୋରି ପ୍ରସଙ୍ଗ ଓଡ଼ିଶାରୁ ଆରମ୍ଭ ହେବାର ଥିଲା । ବିଜେପି ନିର୍ବାଚନ କମଶନରଙ୍କ PRO! ବିଜେପି ନିର୍ବାଚନ କମିଶନର କି !ବିଜେପିକୁ ଭୋଟ ଚୋରି କରିବା ଅଭିଯୋଗ ଆସିନାହିଁ , ନିର୍ବାଚନ କମିଶନର ଙ୍କ ଉପରେ ଅଭିଯୋଗ ଆସିଛି । ବିଜେପି ଚୋର ନୁହଁ ବୋଲି କାହିଁକି ଚିତ୍କାର କରୁଛି । ନିର୍ବାଚନ କମିଶନର ଯେତିକି ଭୋଟ କାଟୁଚି ସେତିକି ଭୋଟରେ ବିଜେପି ଜିତିଛି ! ଜ୍ଞାନେଶ କୁମାର ଇସ୍ତଫା ଦେବାକୁ ବାଧ୍ୟ ।VIP ଙ୍କ ନାମ କଟିଲେ ତାଙ୍କ ପାଇଁ ବ୍ୟବସ୍ଥା ଅଲଗା କିନ୍ତୁ ସାଧାରଣ ଲୋକ ଲାଇନ ରେ ଛିଡା ହେବେ । ଏଇ CEC ନିର୍ବାଚନର କମିଶନର ଯିଏ ୧୩ କୋଟି ଭୋଟରଙ୍କୁ ବାଦ୍ ଦେଇଛନ୍ତି । ତିନୋଟି ସଦସ୍ୟ ବିଶିଷ୍ଟ ନିର୍ବାଚନ କମିଶନର କିନ୍ତୁ ୨ଜଣଙ୍କୁ ପଚରା ଯାଉନାହିଁ । ମୁଖ୍ୟମନ୍ତ୍ରୀ , ଭାରତରତ୍ନ , ଉପମୁଖ୍ୟମନ୍ତ୍ରୀ ଇତ୍ୟାଦିଙ୍କ ନାମ କଟିଛି । ଗଣତନ୍ତ୍ର ବିରୋଧରେ ବଡ ଷଡଯନ୍ତ୍ର ।Gyanesh kumar restricted access to the ECINet EROs, why BJP trying hard to save CEC Gyanesh kumar ?
#ECINetScam #GyaneshKumarRow #VoterListCentralisation #ElectionCommissionOfIndia #SaveDemocracy
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha