ଓଡ଼ିଆ ବ୍ୟାକରଣ: ଉପସର୍ଗ (ସମ୍ପୂର୍ଣ୍ଣ ଟ୍ରିକ୍ ସହ) | Odia Grammar Upasarga PYQs for OSSC, OPSC ASO, OSSSC
Nutan sir's OG trick
0:00 / 0:00
ଓଡ଼ିଆ ବ୍ୟାକରଣ: ଉପସର୍ଗ (ସମ୍ପୂର୍ଣ୍ଣ ଟ୍ରିକ୍ ସହ) | Odia Grammar Upasarga PYQs for OSSC, OPSC ASO, OSSSC
26 895 просмотров · 1 месяц назад
Nutan sir's OG trick
7,01 тыс. подписчиков
26 895 просмотров · 1 месяц назад
ଓଡ଼ିଶାର ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା (OSSC CGL, RI, ARI, Amin, Forest Guard, Junior Teacher, JT) ପାଇଁ ଓଡ଼ିଆ ବ୍ୟାକରଣର ଏକ ଅତି ଗୁରୁତ୍ଵପୂର୍ଣ୍ଣ ଅଧ୍ୟାୟ "ଉପସର୍ଗ (Upasarga)" ର ଏହି କ୍ଲାସ୍ ଆପଣଙ୍କ ପାଇଁ ବହୁତ ସହାୟକ ହେବ।
ଏହି ଭିଡିଓରେ ଆମେ ୨୦ଟି ଯାକ ଉପସର୍ଗକୁ ମନେ ରଖିବାର ଏକ ସ୍ପେଶାଲ୍ Short Trick ଶିଖିବା ସହିତ ବିଗତ ବର୍ଷଗୁଡ଼ିକରେ ଆସିଥିବା ପ୍ରଶ୍ନ (Previous Year Questions) ଗୁଡ଼ିକୁ ସମ୍ପୂର୍ଣ୍ଣ ବ୍ୟାଖ୍ୟା ସହ ଆଲୋଚନା କରିଛୁ।
📌 ଭିଡିଓରେ କଣ ସବୁ ରହିଛି:
1. ଉପସର୍ଗ କଣ ଏବଂ ଏହାର ବ୍ୟବହାର?
2. ୨୦ଟି ଉପସର୍ଗ ମନେ ରଖିବାର ସୁପର ସହଜ Trick!
3. OPSC, OSSC, OSSSC ପରୀକ୍ଷାର PYQs ଓ ସେଗୁଡ଼ିକର ସଠିକ୍ ଉତ୍ତର।
ଯଦି ଆପଣଙ୍କୁ ଏହି କ୍ଲାସ୍ ଭଲ ଲାଗେ, ତେବେ ଭିଡିଓକୁ ଲାଇକ୍, ଶେୟାର୍ ଏବଂ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ କରିବାକୁ ଭୁଲିବେନି।
#OdiaGrammar #Upasarga #OdiaByakarana #OSSCCGL #RI #AMIN #OdishaGovtExams #OdiaGrammarTricks #NutanSir #OdiaEducation #odiagrammar #odiagrammarforossccgl #riariaminodiagrammarclass #nutansirodiagrammar #odiagrammartricks #ossscpeoodiagrammar #opscaso #odishapolicesi