Перейти к содержимому

ଦୁଃଖରେ ଥାଇ ସୁଖୀ କେମିତି ହେବେ ? Gangadhar Meher | Dr. Ashutosh Prasad Mishra | Odisha 365

ODISHA 365

0:00 / 0:00

ଦୁଃଖରେ ଥାଇ ସୁଖୀ କେମିତି ହେବେ ? Gangadhar Meher | Dr. Ashutosh Prasad Mishra | Odisha 365

26 588 просмотров · 7 дней назад
ODISHA 365
2,86 млн подписчиков
26 588 просмотров · 7 дней назад
ଦୁଃଖରେ ଥାଇ ସୁଖୀ କେମିତି ହେବେ ? Dukhare Thai Sukhi Kemiti Hebe ? ଗଙ୍ଗାଧର ମେହେରଙ୍କ ଜନ୍ମତିଥିରେ ଆମର ଏକ ସ୍ୱତନ୍ତ୍ର ଉପସ୍ଥାପନା ------ ଦୁଃଖ ସମୟରେ ବି ମନକୁ ଶାନ୍ତ ଓ ଖୁସି ରଖିବାର କଳା କ’ଣ? ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜନ୍ମତିଥି ଅବସରରେ 'Odisha 365' ତରଫରୁ ଏକ ବିଶେଷ ସ୍ୱତନ୍ତ୍ର ଉପସ୍ଥାପନା। କବିଙ୍କ ଜୀବନ ଦର୍ଶନ, କବିତା ଓ କାଳଜୟୀ ଚିନ୍ତାଧାରାରୁ ଶିଖନ୍ତୁ କିପରି କଠିନ ପରିସ୍ଥିତିରେ ବି ଜୀବନକୁ ସୁଖମୟ କରିହେବ। ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ, ଲାଇକ୍ କରନ୍ତୁ, ନିଜ ପ୍ରିୟଜନଙ୍କ ସହ ସେୟାର୍ କରନ୍ତୁ ଏବଂ ଓଡ଼ିଶାର ସଂସ୍କୃତି, ସାହିତ୍ୟ ଓ ପ୍ରେରଣାଦାୟୀ ତଥ୍ୟ ପାଇଁ Odisha 365 ଚ୍ୟାନେଲକୁ Subscribe କରନ୍ତୁ। ---------- Dr. Ashutosh Prasad Mishra || ODISHA 365 || || ODISHA 365 Channel || || Odisha 365 New Video || || Subscribe ODISHA 365 & Share with your Family & Friends || #odisha365 #drashutoshprasadmishra #gangadharmeher #swabhabakabigangadharmeher #GangadharMeher #GangadharMeherJayanti #OdiaSahitya #OdiaMotivation #Odisha365 #OdiaPoetry #Swabhavakabi #OdishaCulture #LifeLessons #OdiaVideo