Перейти к содержимому

ଦେଶ ଦେଖିବ ବଡ଼ ବିତର୍କ ? ରାହୁଲ–ଶାହଙ୍କ ଚ୍ୟାଲେଞ୍ଜ ରାଜନୀତି | Rahul Gandhi vs Amit Shah | Narendra Modi

Prism News

0:00 / 0:00

ଦେଶ ଦେଖିବ ବଡ଼ ବିତର୍କ ? ରାହୁଲ–ଶାହଙ୍କ ଚ୍ୟାଲେଞ୍ଜ ରାଜନୀତି | Rahul Gandhi vs Amit Shah | Narendra Modi

8 084 просмотра · 2 дн. назад
Prism News
27,7 тыс. подписчиков
8 084 просмотра · 2 дн. назад
Rahul Gandhi vs Amit Shah: ବିତର୍କ ଚ୍ୟାଲେଞ୍ଜକୁ ନେଇ ତେଜିଛି ଶାସକ–ବିରୋଧୀ ରାଜନୀତି। ରାହୁଲଙ୍କୁ ଅମିତ ଶାହଙ୍କ ଆହ୍ୱାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାହୁଲଙ୍କ ଖୋଲା ବିତର୍କ ଚ୍ୟାଲେଞ୍ଜକୁ ନେଇ ଏହି ସ୍ୱତନ୍ତ୍ର ରିପୋର୍ଟ। SIR, EVM ଓ ଭୋଟ୍‌ ଚୋରି ଅଭିଯୋଗକୁ ନେଇ କଂଗ୍ରେସ–ବିଜେପି ମଧ୍ୟରେ ଚାଲିଛି ଆରୋପ–ପ୍ରତ୍ୟାରୋପ। ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ବିରୋଧୀ ପ୍ରଶ୍ନ ଉଠାଉଥିବା ବେଳେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରୁଛି। ଦେଶବାସୀ କ’ଣ ଏହି ବଡ଼ ନେତାମାନଙ୍କ ମଧ୍ୟରେ ସିଧାସଳଖ ବିତର୍କ ଦେଖିବେ? ନା ଚ୍ୟାଲେଞ୍ଜ ଓ ପ୍ରତିଚ୍ୟାଲେଞ୍ଜରେ ସୀମିତ ରହିବ ରାଜନୀତି? ଦେଖନ୍ତୁ ପ୍ରିଜମ୍‌ ନ୍ୟୁଜର ବିଶେଷ ପ୍ୟାକେଜ୍। ଏହି ପ୍ରସଙ୍ଗରେ ଆପଣଙ୍କ ମତ କମେଣ୍ଟରେ ଜଣାନ୍ତୁ। ଅଧିକ ଖବର ପାଇଁ Prism Newsକୁ ସବ୍‌ସ୍କ୍ରାଇବ୍ କରନ୍ତୁ। #RahulGandhi #AmitShah #NarendraModi #OdiaNews #PrismNews Rahul Gandhi vs Amit Shah, Rahul Gandhi, Amit Shah, Narendra Modi, Rahul Gandhi vs Modi, Rahul Gandhi debate, Amit Shah speech, Rahul Gandhi speech, SIR controversy, EVM controversy, vote chori allegations, Congress vs BJP, INDIA Bloc, Indian politics, political debate, Odia news, politics news Odia, Prism News, ରାହୁଲ ଗାନ୍ଧି, ଅମିତ ଶାହ, ନରେନ୍ଦ୍ର ମୋଦି, ଚ୍ୟାଲେଞ୍ଜ ରାଜନୀତି